ସେମିଳିଗୁଡା ପରିସରରେ ଲୋକ ପ୍ରତିନିଧି ମାନଙ୍କ କରକମଳରେ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଆରମ୍ଭ

Sep 7, 2023 - 17:13
 0  7
ସେମିଳିଗୁଡା ପରିସରରେ ଲୋକ ପ୍ରତିନିଧି ମାନଙ୍କ କରକମଳରେ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଆରମ୍ଭ

ଆଜି ତା ୭-୯-୨୩ ରିଖ ଦିନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ, ସେମିଳିଗୁଡା ପରିସରରେ ଲୋକ ପ୍ରତିନିଧି ମାନଙ୍କ କରକମଳରେ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ଏଥିରେ ଓୟୁଏଟି ଭୁବନେଶ୍ଵରରୁ ଉପ କୁଳସଚିବ ଶ୍ରୀଯୁକ୍ତ ବଂଶୀଧର ଖୋସଲା, ରାଜପୁଟ୍ ସରପଞ୍ଚ ଶ୍ରୀ ପିତାମ୍ବର କିର୍ଶାନୀ ,

ସେମିଳିଗୁଡା ବ୍ଲକ ଅଧ୍ୟକ୍ଷା ଲିଲି ଅନ୍ତବରିଆ ସମସ୍ତ ୱାର୍ଡ ମେମ୍ବର ଉପସ୍ଥିତ ଆଜ ତା ୭-୯-୨୩ରିଖ ଦିନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ, ସେମିଳିଗୁଡା ପରିସରରେ ଲୋକ ପ୍ରତିନିଧି ମାନଙ୍କ କରକମଳରେ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ଏଥିରେ ଓୟୁଏଟି ଭୁବନେଶ୍ଵରରୁ ଉପ କୁଳସଚିବ ଶ୍ରୀଯୁକ୍ତ ବଂଶୀଧର ଖୋସଲା, ରାଜପୁଟ୍ ସରପଞ୍ଚ ଶ୍ରୀ ପିତାମ୍ବର କିର୍ଶା ନୀ , ସେମିଳିଗୁଡା ବ୍ଲକ ଅଧ୍ୟକ୍ଷା ଲିଲି ଅନ୍ତବରିଆ,ସମସ୍ତ ୱାର୍ଡମେମ୍ବର ଉପସ୍ଥିତ ରହି ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ