।। ମକାଘାଟିର ତଳ ବ୍ରିଜ ରେ ପି ଡି ଏସ ଚାଉଳ ଗାଡି ଭାରଶ୍ୟାମ ହରାଇ ଓଲଟିଲା ।।

ଗୁଣୁପୁର ଠାରୁ ଥୁଆମୂଳ ରାମପୁର ରାସ୍ତା ନୂତନ ଭାବେ ତିଆରି ହେଉ ଥିବା ଚିରକେଳାଗୁଡା ପାଖରେ ଥିବା ମକାଘାଟି ତଳ ବ୍ରିଜ ପାଖରେ ଭାରଶ୍ୟାମ ହରାଇ ପି. ଡି. ଏସ. ଚାଉଳ ଗାଡି ଓଲଟି ପଡିଲା ବେଳେ ଏଥିରେ ବାଇକ କୁ ସାଇଟ ଦେବା ବଦଳରେ ଗାଡି ଓଲଟି ପଡିଲା l
ସେହି ଗାଡ଼ିରେ 20ଟନ ଚାଉଳ ଭବାନୀପାଟଣା ଠାରୁ ଅଡ୍ରି ପଞ୍ଚାୟତ କୁ ଯାଉଥିଲାl l ଏହାର ମୁଖ୍ୟ କାରଣ ହେଉଛି ବ୍ରିଜ ଉପରେ ଏକ ପାଣି ଟ୍ୟାଙ୍କ ରଖାଯାଇଥିବା ବେଳେ ରାସ୍ତା ତିଆରି ପାଇଁ ବ୍ରିଜ କାମ ଚାଲିଛି ଏବଂ ଦୁଇ ପାଖରେ କାଦୁଅ ଥିବା ଘଟଣା ସ୍ଥାନରେ ଏକ ପଟେ ବ୍ରିଜ କାମ ଅନ୍ୟ ପଟେ ଖେତ ବିଲ ଯୋଗୁଁଗାଡି ସାଇଟ ଦେବା ଦେବାକୁ ନେଇ ଗାଡି ଓଲଟି ପଡିଲା l
ଗାଡି ନମ୍ବର OR24 9293ଏଥିରେ ଜଣେ ଗାଡି ଚାଳକ ଥିଲେ ଏବଂ ତାଙ୍କର ସେମିତି କିଛି ହୋଇନି କିନ୍ତୁ ଗରିବ ଲୋକଙ୍କ ଚାଉଳ ନଷ୍ଟ ହୋଇ ଗଲା l ଚାଉଳ ଗାଡି ଓଲଟି ପଡିବା ଖବର ପ୍ରଶାସନ ପାଇଁ ମଧ୍ୟ ଦୀର୍ଘ ସମୟ ପରେ କିଛି କରି ନଥିବା ବିଶ୍ୱତ ସୂତ୍ରରୁ ଜଣାପଡିଛି l ଏହି ଖବର ପ୍ରସାରଣ ହେଲା ପରେ କଣ କରିବେ ତାହା ସମୟ କହିବ ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






