।। ବିଜେଡି ର 27 ତମ ପ୍ରତିଷ୍ଠା ଦିବସ ପାଳନ ଓ ଗଣ ଦୌଡ଼ ।।

Dec 27, 2023 - 12:14
 0  128
।। ବିଜେଡି ର 27 ତମ ପ୍ରତିଷ୍ଠା ଦିବସ ପାଳନ ଓ ଗଣ ଦୌଡ଼ ।।

ବିଷମକଟକ -: ତା -27-12-22 ବିଜୁ ଜନତା ଦୋଳର 26 ତମ ପ୍ରତିଷ୍ଠା ଦିବସ ଗତ ମାସ 27 ତାରିଖ ରେ ମହୋଦଧି ଶ୍ରୀକ୍ଷେତ୍ର ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା l ରାଜ୍ୟ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ 147 ଗୋଟି ବିଧାନସଭା ନିର୍ବାଚନ କ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ବେଳେ ଆଜି ବିଷମକଟକ ନିର୍ବାଚନ ମଣ୍ଡଳୀ ବିଷମକଟକ ଠାରେ ମହା ସମାରୋହ ରେ ପାଳିତ ହୋଇଯାଇଛି l ଅତିଥି ମାନେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l କୋଲନରା, କେସିଂପୁର, ମୁନିଗୁଡା ଓ ବିଷମକଟକ ବ୍ଲକ ରୁ ହଜାର ହଜାର କର୍ମୀ ଓ ନେତା ଯୋଗ ଦେଇଥିଲେ l ରାୟଗଡା ଜିଲ୍ଲା ବିଜେଡି ସଭାପତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ ଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସରେ ଗଣ ଦୌଡ଼, ଓ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଜାତି ଜନଜାତି ତଥା ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର କୁମାର ଦାସ, ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡରୁକା, OBC ଓ Sc ST ଉନ୍ନୟନ ଉପଦେଷ୍ଟl ପୃଥିବୀରାଜ ସାହୁ ଯୋଗ ଦେଇ ବିଜେଡ଼ି ଦଳ କିଭଳି ଅଞ୍ଚଳ ରେ କୋଣେ ଅନୁକୋଣେ ଲୋକଙ୍କ ପାଖରେ ପହଞ୍ଚି କିଭଳି ବିଜେଡ଼ି ଦଳ ଲୋକଙ୍କ କାମକରିଛି ସେହି ବିଷୟ କୁ ନେଇ ଆଗାମୀ ନିର୍ବାଚନରେ ଲୋକଙ୍କ ପାଖକୁ ଯାଇ ସଚେତନ କରି ବହୁତ ଭୋଟରେ ଆଉଥରେ ବିଜୁ ଜନତା ଦଳ ବିଷମକଟକ ନିର୍ବାଚନ ମଣ୍ଡଳୀରେ ଜିତିବ ବୋଲି, ମୁଖ୍ୟ ଅତିଥି ଓ ସନମାନୀୟ ଅତିଥି ମାନେ ଅଭିଭାଷଣ ରେ କହିଥିଲେ,ବ୍ଲକ ଉପାଧକ୍ଷ ଦେବୀ ପ୍ରସାଦ ପଟନାୟକ, ,ନାନୁ ପଣ୍ଡା, ଡି. ଶିବା, ଅଶ୍ୱିନ କୁମାର ସେଠି, ସମେତ କୋଲନରା, କେ ସିଂପୁର, ମୁନିଗୁଡା, ବ୍ଲକ ସଭାପତି ରତନ୍ ଲାଲ ଜୈନ୍, ଜିଲ୍ଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଗୈଡ, ବ୍ଲକ ଉପାଧ୍ୟକ୍ଷ ଆଦର୍ଶ କୁଶୁଲିଆ,ଜିଲ୍ଲା ପରିଷଦ ଉପାଧକ୍ଷ, ସନ୍ତୋଷ ସୁନା, ବରିଷ୍ଠ ବିଜେଡ଼ି ନେତା ଧିରେନ୍ଦ୍ର ପାଣି ଗ୍ରାହୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଧବୀ କନ୍ଧପାଣି, ଟୁନା କରକରିଆ, ସରପଞ୍ଚ ସମିତି ମେମ୍ବର ମାନେ ଉପସ୍ଥିତ ଯୋଗ ଦେଇଥିବା ବେଳେ,ବିଷମକଟକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ନେତା ଓ କର୍ମୀ ମାନେ ମଧ୍ୟ ଯୋଗ ଦେଇଥିଲେ ଶେଷରେ ମୁନିଗୁଡ଼ା ପାତ୍ରଗୁଡା ପଞ୍ଚାୟତ ସମିତି ମେମ୍ବର ଶୁଶ୍ରୀ,ସୁକୁନ୍ତଳା ନୁଣ୍ଡୃକା, ଧନ୍ୟବାଦ ଅର୍ପଣ କରିଥିଲେ l Byte -1 ଜଗନ୍ନାଥ ସାରକା (sc St ମନ୍ତ୍ରୀ ) Byt-2-ସୁଧୁର ଦାସ୍ ଜିଲ୍ଲା ସଭାପତି)

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ