।। ବଡ଼କର୍ଲକୋଟ ରେ ଖଣ୍ଡା ଯାତ୍ରା ଆରମ୍ଭ ।।

Feb 16, 2024 - 17:10
 0  7
।। ବଡ଼କର୍ଲକୋଟ ରେ ଖଣ୍ଡା ଯାତ୍ରା ଆରମ୍ଭ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ଼କର୍ଲାକୋଟ ଠାରେ ଆଜି ଖଣ୍ଡା ଯାତ୍ରା ଦେଖିବାକୁ ମିଳିଛି । ଏଠାରେ ମାଁ ମାନେ କଳସୀ ମୁଣ୍ଡରେ ଧରି ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବାଜା ବଜାଇ ଦେବଦେବୀଙ୍କର ପୁଜା ଧୁମ୍ ଧାମ ରେ ଗ୍ରାମର ମାଁ ଠାକୁରାଣୀ ମାଟି ଗୁଡ଼ି ଠାରେ ଆସି ପୂଜା କରି ବାହାରିଛନ୍ତି ।ଗାଦି, ଲାଠି ରେ ଦେବଦେବୀ ମାନେ ନଗର ଭ୍ରମଣ କରିଛନ୍ତି। ଅନେକ କୋଲମନେ ମଧ୍ୟ ଦେଖିବାକୁ ଆସିଛନ୍ତି । ଏହା ଗ୍ରାମର ମଙ୍ଗଳ ହିତ ପାଇଁ ଏହି ପୂଜା ବର୍ଷ କୁ ଥରେ କରାଯାଏ ବଳି ଲୋକେ କହିବା ଜଣାପଡିଛି ।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ