।। ଚେରେଙ୍ଗା ଗୁଡା ଗ୍ରାମରେ ସ୍ୱଚ୍ଛଭାରତ ଅଭିଯାନ ।।

Oct 1, 2023 - 13:10
Oct 1, 2023 - 13:24
 0  100
।। ଚେରେଙ୍ଗା ଗୁଡା ଗ୍ରାମରେ  ସ୍ୱଚ୍ଛଭାରତ ଅଭିଯାନ ।।

କୋରାପୁଟ:୦୧/୧୦/୨୦୨୩(କୋରାପୁଟ ପ୍ରଥମ ଖବର) କୋରାପୁଟ ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଞ୍ଚାୟତ ନିକଟସ୍ଥ ଚେରେଙ୍ଗା ଗୁଡା ଗ୍ରାମରେ ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମାନବ ସମାଜର ସ୍ୱାସ୍ଥ୍ୟ ସୁନ୍ଦର ଜୀବନ ପାଇଁ ସ୍ବଚ୍ଛତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ସ୍ବାସ୍ଥ୍ୟ ହିଁ ସମ୍ପଦ ଅଟେ ।ଚେରେଙ୍ଗା ଗୁଡ଼ା ଗ୍ରାମରେ ସ୍ୱଚ୍ଛଭାରତ ଦିବସ୍ ପାଳିତ କରାଯାଇଛି ଏଠାରେ ଗ୍ରାମ ବାସି, ଅଙ୍ଗନୱାଡ଼ି ବାସନ୍ତୀ କୂଳଦୀପ, ଆଶା ଦିଦି ଅଞ୍ଜନା କୂଳଦୀପ,ସାମ୍ବାଦିକ ବାବୁଲା ଖିଲ ଏବଂ ଗ୍ରାମର ଶିକ୍ଷକ,ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ ଙ୍କ ସହିତ ଗାଁ ସାଥୀ ସମସ୍ତେ ଉପସ୍ଥିତ ରହି ରାସ୍ତା ଘାଟ ସଫା ସୁତୁରା କରି ସମସ୍ତେ ଏକାଠି ହୋଇ ଏମିତି ସବୁ ଦିନ ଆମର କିଛି ସମୟ ଦାନ କରି ଆମ ଦେଶ କୁ ଆମେ ସ୍ବଚ୍ଛତା ରଖିବା ବୋଲି ଶପଥ ପାଠ କରାଗଲା । 

କୋରାପୁଟ ରୁ ବାବୁଲା ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ