।। ନନ୍ଦପୁର ରେ ବ୍ୟାଙ୍କ୍ ଅଫ ଇଣ୍ଡିଆ ଖୋଲାଯିବା ନେଇ ପ୍ରତିଶ୍ରୁତି ଦେଲେ ବ୍ୟାଙ୍କ ମୂଖ୍ୟ ।
।। ନନ୍ଦପୁର ରେ ବ୍ୟାଙ୍କ୍ ଅଫ ଇଣ୍ଡିଆ ଖୋଲାଯିବା ନେଇ ପ୍ରତିଶ୍ରୁତି ଦେଲେ ବ୍ୟାଙ୍କ ମୂଖ୍ୟ ।କୋରାପୁଟ ଜିଲ୍ଲା ନନ୍ଦପୁର ରେ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଖୋଲିବା ନିମନ୍ତେ ଭୁବନେ୍ଶ୍ଵର ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ମୁଖ୍ୟଙ୍କ କାର୍ଯ୍ୟାଳୟ ରେ ଆଲୋଚନା କଲେ ପଟ୍ଟାଙ୍ଗି ବିଧାୟକ ପିତମ ପାଡ଼ି। ଅତି ଶୀଘ୍ର ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ନନ୍ଦପୁର ରେ ଖୋଲାଯିବ ବୋଲି ବ୍ୟାଙ୍କ ମୂଖ୍ୟ ପ୍ରତିଶ୍ରୁତି ଦେଲେ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0