।। ଚିଲିକାରେ ଚାଲିବ ସୋଲାର ଓ ଇଲେକ୍ଟ୍ରିକ ବୋଟ୍ ।।

ଚିଲିକାରେ ଚାଲିବ ସୋଲାର ଓ ଇଲେକ୍ଟ୍ରିକ ବୋଟ୍, ୩ ମାସ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚାଲିବ ବୋଟ୍ | ସୋଲାର ବୋଟରେ ବର୍ଷକୁ ୭ଲକ୍ଷ କମିବ ପରିବହନ ଖର୍ଚ୍ଚ, ପରୀକ୍ଷଣ ସଫଳ ହେଲେ ଅନ୍ୟ ଜଳପଥରେ ଚାଲିବ | ୧୯ ବର୍ଷ ପରେ ବଦଳିବ ଓଡ଼ିଶା ବୋଟ ନିୟମ, ୨ ମାସରେ ଆସିବ ନୂଆ ଓଡ଼ିଶା ବୋଟ ଅଧିନିୟମ। କେନ୍ଦ୍ରୀୟ ଆଇନ ଢାଞ୍ଚାରେ ତିଆରି ହେବ ଅଧିନିୟମ। ଜଳପଥରେ ନିରାପଦ ଯାତ୍ରା ଓ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ଉପରେ ଦିଆଯିବ ଗୁରୁତ୍ବ। ସାରା ରାଜ୍ୟରେ ଗୋଟିଏ ପ୍ରକାର ବୋଟ ଚାଲିବ, ସୂଚନା ଦେଲେ ବାଣିଜ୍ୟ ଓ ପରିବହନ ସଚିବ I
What's Your Reaction?






