।। ୩୧ ନଂ ଜୋନ୍-ରାଜନଗର ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ପ୍ରାର୍ଥୀ ମହେଶ୍ୱର ଧଳଙ୍କ ଦ୍ଵାରା ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।।

Oct 26, 2024 - 22:26
 0  76
।। ୩୧ ନଂ ଜୋନ୍-ରାଜନଗର ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ପ୍ରାର୍ଥୀ ମହେଶ୍ୱର ଧଳଙ୍କ ଦ୍ଵାରା ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।।

ଗତ ତା:- ୨୪/୧୦/୨୦୨୪ ରିଖ ଠାରୁ ୨୫/୧୦/୨୦୨୪ ରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ବାତ୍ୟା 'ଦାନା' ର ପ୍ରଭାବରେ ରାଜନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ କ୍ଷୟ କ୍ଷତି ଘଟିଥିଲା ଯାହା ଫଳରେ ପ୍ରାୟତଃ ମାଟି ଘର ଭାଙ୍ଗିବା ସହିତ ଧାନ ଫସଲ ମଧ୍ୟ ନଷ୍ଟ ହୋଇଛି ସେହି ସମୟରେ ଅନେକ ଲୋକଙ୍କ ପାଖରେ ପ୍ରଶାସନ ପକ୍ଷରୁ ସହାୟତା ମିଳି ପାରି ନଥିଲେ ମଧ୍ୟ ଆଜି ତା:-୨୬/୧୦/୨୦୨୪ ତାରିଖ ଦିନ ୩୧ ନଂ ଜୋନ୍-ରାଜନଗର ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ପ୍ରାର୍ଥୀ ମହେଶ୍ୱର ଧଳଙ୍କ ଦ୍ଵାରା ଶୁଖିଲା ଖାଦ୍ୟର ବ୍ଯବସ୍ଥା କରାଯାଇଥିଲା ରାଜନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହାକୁ ବଣ୍ଟନ କରାଯାଇଥିଲା ତିଅର, କୁରୁଣ୍ଟି, ହାତୀନା, ଡେରା, ସାତଭାୟା, ନାଥପୁର ପଶ୍ଚିମଭେଡା ଜରିମୂଳ, ବାରଙ୍ଗା,ଘଡ଼ିଆମାଳ ସମେତ ଅନେକ ଗ୍ରାମର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ଯାହା କି ଲୋକାଲ ଏରିଆ ରେ ଲୋକମାନେ ଏହି କାର୍ଯ୍ୟ କୁ ଦେଖି ପ୍ରସଂଶା କରିବା ସହିତ ଆଗାମୀ ଦିନରେ ଏହି ପରି କାର୍ଯ୍ୟ ଜାରିରଖିବାକୁ କହିଥିଲେ ଆଗାମି ଦିନରେ ୩୧ ନଂ ଜୋନ୍-ରାଜନଗର ନିର୍ବାଚନ ମଣ୍ଡଳୀର ଯେକୌଣସି ସମସ୍ୟାର ସମାଧାନ ପାଇଁ ମୁଁ ସଂକଳ୍ପ ବୋଧ ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ