।। ସ୍ଲୁଗ 77ତମ ସ୍ୱାଧୀନତା ଦିବସ ବାଳିକା ବିଦ୍ୟାଳୟ ରେ ପାଳିତ ।।

Aug 15, 2023 - 17:13
 0  19
।। ସ୍ଲୁଗ 77ତମ ସ୍ୱାଧୀନତା ଦିବସ  ବାଳିକା ବିଦ୍ୟାଳୟ ରେ ପାଳିତ ।।

ଆଜି ଅଗଷ୍ଟ 15 ତାରିଖ ଏହି ଦିନ ରେ ଆମ ଦେଶ ସ୍ୱାଧୀନ ପାଇଥିଲୁ l ଏହି ଦିନ କୁ ମନେ ପକାଇବା ପାଇଁ ପ୍ରତିବର୍ଷ ଆମେ ସ୍ୱାଧୀନତା ଦିବସ ରୂପେ ପାଳନ କରି ଆସୁଅଛୁ l

ଚଳିତ ବର୍ଷ ସହ 77ସତସ୍ତରୀ ବର୍ଷ ହେବ ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ ଗୋପାଳପୁର l

ଏଥରେ ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ସାମଲ ତ୍ରିରଙ୍ଗା ପତାକା ଉତ୍ତଳନ କରି ଥିବା ବେଳେ ଶିକ୍ଷକ ଶ୍ରୀ ରବୀନ୍ଦ୍ରନାଥ ସେଠି,

ଚଳନ କୁମାର ଅର୍ଚାଯ୍ୟ, ନିରୁପାକ୍ଷ ରାଉତ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ସାହୁ, ସୋନାଲି ପରିଡା, ସ୍ଵାଗତିକା ମିଶ୍ର, ରଞ୍ଜିତା ନାଗ, ପୁଷ୍ପାଞ୍ଜଳୀ ମଣ୍ଡଳ କର୍ମଚାରୀ ମାନେ ହେଲେ ସୋମନାଥ ନାଏକ,ଅନକୁରାମ ମାଝୀ, ଧୀର ମାଝୀ, ହୁନାଦେଇ ମାଝୀ, କୁନ୍ତଳା ନାଏକ, ରଞ୍ଜିତା ନାୟକ, ମଲେଇ ମାଝୀ, ସୁବାସିନୀ ସେଠି ସହ ବିଦ୍ୟାଳୟ ର ଛାତ୍ରୀ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ କରିଥିଲେ l ପ୍ରଧାନ ଶିକ୍ଷୟିତ୍ରି ଛାତ୍ରୀ ମାନଙ୍କୁ କିଛି ସଚେତନ କରେଇ ଥିଲେ l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ