।। ସମ୍ବାଇ ଗ୍ରାମ ପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡିଶା ର ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Feb 2, 2024 - 16:42
 0  205
।। ସମ୍ବାଇ ଗ୍ରାମ ପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡିଶା ର ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ ସମ୍ବାଇ ଗ୍ରାମ ପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡିଶା ର ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଟିକୁ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ଲଇଚନ ଖରା ଜିଲ୍ଲା ପରିଷଦ ସଭ୍ୟ ଜୁନ ଦୁଇ.. ସରକାରଙ୍କ ସମସ୍ତ ଯୋଜନା ଉପରେ ବୁଝେଇ ବା ସହ ସମ୍ବାଇ ପଞ୍ଚାୟତରେ ବିକାଶ ର ଏଜ ପୁସ୍ତିକା ଉନ୍ମଚନ କରିଥିଲେ.. ଏଠାରେ ସମସ୍ତ ସରକାରୀ କର୍ମଚାରୀ ନିଜ ନିଜ ବିଭାଗର କାର୍ଯ୍ୟ କୁ ଲୋକଙ୍କର ପାଖରେ ରଖିଥିଲେ...ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ସରପଞ୍ଚ ଶ୍ରୀ ଯୁକ୍ତ କିଷୋର ଚନ୍ଦ୍ର ଖରା, ଓ ପି ଇ ଓ ଶ୍ରୀ ଦାମୋଦର ଦିଶାରୀ ପରିଚାଳନା କରିଥିଲେ... ପାଖାପାଖି ୧୨ସହରୁ ୧୫ସହ ଲୋକ ଯୋଗ ଦେଇ ଥିଲେ..ଅତିଥି କୁ ବହୁ ଆଡମ୍ବର ରେ ସ୍ୱାଗତ କରି ଡେମସା ନାଚ ରେ ପାଚଡି ନେଇଥିଲେ.. ଏଠାରେ ଅନ୍ୟତମ ସନମାନୀୟ ଅତିଥି ଶ୍ରୀ ମତୀ ଉଲ୍ଲାସ ଖରା ସମିତି ସଭ୍ୟା ସମ୍ବାଇ, ସମେତ ନାଇବ ସରପଞ୍ଚ ସୁଭି ଗୁଣ୍ଠା, ବିଜେଡି ବ୍ଲକ ସଭାପତି ବିଶ୍ୱନାଥ ପଡ଼ାଲ, ଲ୍ୟାମ୍ଫ ନିର୍ଦେଶକ ଶ୍ରୀ ସୁଶାନ୍ତ କୁମାର ବାଙ୍କା, ଏସ ଡ଼ି ସି ସଭ୍ୟ ଶ୍ରୀ ଲୋକିନାଥ ଖରା, ଯୋଗଦେଇଥିବା ବେଳେ ଏନକରିଙ୍ଗ ଶ୍ରୀ ଅଶକ ଚୌଧୁରୀ ଦାଇତ୍ୱ ତୁଲେଇ ଥିଲେ.. ଏହି କାର୍ଯ୍ୟକ୍ରମ ବହୁ ସୁନ୍ଦର ଭାବରେ ଆୟୋଜନ କରାଜାଇ ଥିଲା ।

କୋରାପୁଟ ରୁ ରୂପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ