।। ଲକ୍ଷ୍ମୀ ଧର ନାଏକ ସାଂସଦ ପ୍ରତିନିଧି ପାଇଁ ଚର୍ଚ୍ଚାରେ ।।
କଳାହାଣ୍ଡି ଜିଲ୍ଲା ଥୁଆ ମୂଲ ରାମପୁର ବ୍ଲକ ଅନ୍ତର୍ଗତ ଡୁମେର ପଦର ଗ୍ରାମ ପଞ୍ଚାୟତ ଅଧୀନ ଡୁମେର ପଦର ଗ୍ରାମ ର ଲକ୍ଷ୍ମୀ ଧର ନାଏକ ୧୯୯୧ମସିହା ଠାରୁ ବିଜେପି ଦୋଳରେ ପୁରାତନ ଭାବେ କାର୍ଯ୍ୟରତ ସଦସ୍ୟ ହୋଇ ଆଜକୁ ପ୍ରାୟ ୩୫ବର୍ଷ ହେବ ତାଙ୍କର ରାଜନୀତି ଜୀବନ ଆରମ୍ଭ କରି ଥିବା ଜଣାପଡିଛି l ବି. ଜେ. ପି.ଦଳ ର ସଦସ୍ୟ ଠାରୁ ଆରମ୍ଭ କରି ପଞ୍ଚାୟତ ସଭାପତି ,ମଣ୍ଡଳ ସଭାପତି ବ୍ଲକ ଭାପତି , ଥୁଆ ମୂଲ ରାମପୁର ବ୍ଲକ ପ୍ରୋଭାରି ଭାବେ କାର୍ଯ୍ୟ କରି ୨୪ଗୋଟି ପଞ୍ଚାୟତ କୁ ଯାଇ ଦୁଃଖ ରେ ସୁଖରେ କୋଭିଡ ଭଳି ସମୟରେ ପହଞ୍ଚି ଦଳପାଇଁ କାମକରି ଅଞ୍ଚଳ ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଦଳର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ଯେ ଏହିପରି ନିଶ୍ୱାର୍ଥ ବ୍ୟକ୍ତି ଙ୍କୁ ଦଳର ଉପରିସ୍ଥ ପଦାଧିକାରୀ ଓ କଳାହାଣ୍ଡି ସାଂସଦ ରାଣୀ ମାଳବିକା ଦେବୀ ତାଙ୍କର ସାଂସଦ ପ୍ରତିନିଧି ଭାବେ ଦାୟିତ୍ଵ ଦେଲେ ଆଗକୁ ଦଳ ଆହୁରି ମଜଭୂତ ହେଵ ବଳି ପ୍ରକାଶ କରିଛନ୍ତି। ନିଜ ନିଜ ସ୍ୱାର୍ଥ କୁ ନେଇ ଜନତା ସେବା କରିବୁ ବୋଲି ଥୁଆମୂଳ ରାମପୁର ର କେତେ ଜଣ ଆଶା ବାଦୀ ହୋଇ ହୋଇଛନ୍ତି l ସର୍ଗତ୍ ବିକ୍ରମ କେଶରୀ ଦେଓ ,ଅର୍କକେଶ୍ୱରି ଦେଓ,ବସନ୍ତ ପଣ୍ଡା ଙ୍କ ସାଂସଦ ସମୟରୁ ନିଷ୍ଠାପର ଭାବେ ବି. ଜେ. ପି.ଦଳର କାର୍ଯ୍ୟ କରିଚାଲି ଛନ୍ତି।ଯଦି କୌଣସି ସ୍ୱାର୍ଥ ବାଦି ବ୍ୟକ୍ତି କୁ ଏହି ଦାୟିତ୍ବ ଦିଆଗଲେ ଥୁଆ ମୂଲ ରାମପୁର ବ୍ଲକ ପାଇଁ ଦଳ ର ସଂଘଟନ ହ୍ରାସ ପାଇବ ବଳି ଭିତିରି ଚର୍ଚ୍ଚା ଚାଲିଛି। ନିସ୍ଵାର୍ଥ ପର ଓ ନିର୍ମଳ ସ୍ୱଚ୍ଛତା ମଣିଷ ବି.ଜେ.ପି. ଦଳ ପାଇଁ କଥା ନାହିଁ ଧନ ଯାଉ ଯାଉ ଜୀବନ ଯାଉ ଦଳ ବଞ୍ଚି ଆମର ବଞ୍ଚି ଥାଉ ବୋଲି ପ୍ରକାଶ କରିଥିଲେ l ଦଳ ପ୍ରତି ତାଙ୍କ ଜୀବନ ଦେବା ରେ ପଛେଇବି ନାହିଁ ବୋଲି ଜନତା କୁ ବାର୍ତା ଦେଇଛନ୍ତି ।
କଳାହାଣ୍ଡି ଜିଲ୍ଲା ରୁ ଜିଲ୍ଲା ପ୍ରତି ନିଧି ମକୁନ୍ଦ ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0