।। ଯୁବ ସାମ୍ବାଦିକ ସମ୍ମାନୀତ ।।

କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳରାମପୁର ବ୍ଲକ ଫୋକସ ପ୍ଳସ୍ ନ୍ୟୁଜ୍ ଚ୍ୟାନେଲ ର ବ୍ଳକ ପ୍ରତିନିଧି ବୀରବଜରଙ୍ଗ ଚାରୁ ମଜୁମଦାର ନାଏକ ଯୁବ ସାମ୍ବାଦିକ ଭାବରେ ସମ୍ମାନୀତ ହୋଇଛନ୍ତି। ଫୋକସ ପ୍ଳସ୍ ର ସ୍ଵନକ୍ଷତ୍ର ଦିବଶ ଅବସରରେ ଭୁବନେଶ୍ଵର ବାଣୀବିହାର ଦୀକ୍ଷାନ୍ତ ଭବନ ଠାରେ ଆୟୋଜିତ କାର୍ଯ୍ୟ କ୍ରମରେ ତାଙ୍କୁ ଫୋକସ ପ୍ଳସ୍ ପରିବାର ପକ୍ଷରୁ ସମ୍ମାନୀତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା ଙ୍କ ଆଶିର୍ବାଦ ଯୋଗୁଁ ଆଜି ସେ ଗଣମାଧ୍ୟମ ପ୍ରତି ନିଧି ଭାବରେ କାର୍ଯ୍ୟ କରି ଲୋକଙ୍କ ସେବା କରି ଆସୁଛନ୍ତି ବୋଲି ଏହି ଯୁବ ସାମ୍ବାଦିକ ଜଣଙ୍କ ପ୍ରକାଶ କରିଛନ୍ତି ସେ ଏକ ଦୈନିକ ଖବରକାଗଜ ପ୍ରଗତିବାଦୀ ରେ ମଧ୍ୟ ବ୍ଳକ ପ୍ରତି ନିଧି ଭାବରେ କାମ କରୁଛନ୍ତି ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






