।। ଭୁବନେଶ୍ବର ରବିନ୍ଦ୍ର ମଣ୍ଡପରେ ଓଡ଼ିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରି କଲ୍ୟାଣ ସମନ୍ୱୟ ପରିଷଦ ଭୁବନେଶ୍ଵର ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ରେ ବିଷମକଟକ ବିଧାୟକ ଙ୍କୁ ସମ୍ବର୍ଦ୍ଧିନା ।।

Aug 5, 2024 - 16:53
 0  8
।। ଭୁବନେଶ୍ବର ରବିନ୍ଦ୍ର ମଣ୍ଡପରେ ଓଡ଼ିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରି କଲ୍ୟାଣ ସମନ୍ୱୟ ପରିଷଦ ଭୁବନେଶ୍ଵର ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ରେ ବିଷମକଟକ ବିଧାୟକ ଙ୍କୁ ସମ୍ବର୍ଦ୍ଧିନା ।।

ରାୟଗଡ଼ା ଜିଲ୍ଲା : ଭୁବନେଶ୍ଵର ରବିନ୍ଦ୍ର ମଣ୍ଡପରେ ଓଡ଼ିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରି କଲ୍ୟାଣ ସମନ୍ୱୟ ପରିଷଦ ଭୁବନେଶ୍ଵର ତରଫରୁ ଆୟୋଜିତ ସମାରୋହ କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲା ର ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଷମକଟକ ନିର୍ବାଚନ ମଣ୍ଡଳୀରେ ନିର୍ବାଚିତ ହୋଇ କମ୍ ଦିନ ହୋଇ ଥିଲେ ମଧ୍ୟ ଲୋକଙ୍କର ସୁଖରେ ହଉ କିମ୍ବା ଦୁଃଖ ରେ ହେଉ ବିଭିନ୍ନ ସୁଖ ଦୁଃଖର ସାଥୀ ହୋଇ ବିଭିନ୍ନ ସମୟରେ ଉପସ୍ଥିତ ହୋଇ ଲୋକ ମାନଙ୍କ ସମସ୍ୟାର ସମାଧାନ କରି ଶ୍ରୀ ହିକକା ପ୍ରିୟ ଭାର୍ଜନ ହୋଇ ପାରିଛନ୍ତି। ତେବେ ଏହି ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଉପସ୍ଥିତ ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଆୟୋଜିତ ସମାରୋହ କାର୍ଯ୍ୟକ୍ରମ ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ