।। ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ସାମ୍ମିଳନୀ ।।

Sep 5, 2024 - 20:05
 0  9
।। ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ସାମ୍ମିଳନୀ ।।

ସଦସ୍ୟତା ଅଭିଯାନ-ମାନ୍ୟବର ସାଂସଦ ମୟୂରଭଞ୍ଜ, ଶ୍ରୀଯୁକ୍ତ ନବଚରଣ ମାଝି, କବି ବିଷ୍ଣୁ ଶତପଥି, ଜିଲ୍ଲା ପରିଷଦ ଅଧକ୍ଷ| ଏବଂ ବହୁ ବିଜେପି ନେତା ଓ ନେତ୍ରୀ ଉପସ୍ତିତ ଥିଲେ । ଲୋକଙ୍କୁ ବିଜେପି ସଦସ୍ୟ କିପରି ଗ୍ରାମରୁ ପଞ୍ଚାୟତ ଓ ବ୍ଲ୍କକ ଲେବୁଲରୁ ଜିଲ୍ଲା ପର୍ଯ୍ୟାନ୍ତ ସାମିଲ କରାଯିବ, ଏବଂ ସଦସ୍ୟ ପଦକିପରି ବଢିବ ଓ ଆଗାମି ଦିନରେ ଭାରତବର୍ଷ ତଥା ସାରା ବିଶ୍ଵରେ ସର୍ବବୃହତ ରାଜନୈତିକ ଦଳ ହିସାବରେ ପରିଗଣିତ ହେବ। ମାନ୍ୟ ବର ସାଂସଦ ନଵଚରଣ ମାଝି ତାଙ୍କ ବିବୃତିରେ ଆଜି ବାରିପଦାସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଏକ ପ୍ରେସ କନପାରେନ୍ସରେ କହିଛନ୍ତି ।

ଗୌର ଦାସଗିରି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ