।। ବାହୁଡା଼ଯାତ୍ରା ଭିଡ଼ରେ NH 26 ରାସ୍ତାର ଟ୍ରାଫିକ ସମସ୍ୟା l ଏକ ଘଣ୍ଟା ଧରି ଅଟକିରହିଲା ଆମ୍ବୁଲାନ୍ସ l।

ଗତକାଲି ବାହୁଡା଼ ଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଏହି ଭିଡ଼ରେ ଯାନବାହାନ ସବୁ ରାସ୍ତା ଜାମକରିଥିବା ବେଳେ ଘଣ୍ଟା ଘଣ୍ଟା ଧରି ଲୋକଙ୍କୁ ଅପେକ୍ଷା କରିଥିବା ଦେଖାଦେଇଛି l ଠିକ ଏତିକି ବେଳେ ଏକ ଜରୁରୀ କାଳୀନ ଆମ୍ବୁଲାନ୍ସ ଆସି ଏହି ଭିଡ଼ଭିତରେ ପଶି ଏକ ଘଣ୍ଟା ଧରି ଅଟକି ରହିଥିବାଦେଖିବାକୁ ମିଳିଛି l
ସୂଚନା ମୁତାବକ କୋରାପୁଟ ଜିଲ୍ଲା ସେମିଲିଗୁଡା ଠାରେ ବାହୁଡ଼ାଯାତ୍ରାରେ ଲୋକଙ୍କ ଭିଡ଼ରେ ନୁଆଁ ହାଟପଦା ଠାରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା l
ଏହି ସମୟରେ କୋରାପୁଟ ଠାରୁ ବିଶାଖାପାଟାନାମ ଅଭିମୁକେ ଯାଉଥିବା ଆମ୍ବୁଲାନ୍ସ ସେମିଲିଗୁଡ଼ା ନୁଆ ହାଟପଦା ଠାରେ ଟ୍ରାଫିକ ସମସ୍ୟା ଜଗୁ ଏକ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିବା ଜଣାପଡିଛି l ଯଦି ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ଧରି ରାସ୍ତା ମଝିରେ ଅଟକି ରହିଯିବ ତାହାହେଲେ ଜଣେ ରୋଗୀଙ୍କୁ କିଭୋଳି ଡାକ୍ତରଖାନାରେ ଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚାଇ ପାରିବ ତାହା ସାଦାରଣ ଲୋକଙ୍କ ମନରେ ଆଲଚନା ହଉଛି l ଏହି ଟ୍ରାଫିକ ସମସ୍ୟାର ସମାଧାନ କରାଯାଉ କିମ୍ବା ଆଗାମୀ ଦିନରେ ସେମିଲିଗୁଡ଼ା ଠାରେ ଅଧିକ ଜନସଂଖ୍ୟl ବଡୁଥିବାରୁ ଅଧିକ ଟ୍ରାଫିକ ସମସ୍ୟା ବଡ଼ିବାରେଲାଗିଛି l ସରକାର ଏହାର ଉଚିତ ପଦକ୍ଷପ ନିଆଯାଉ ବୋଲି ସାଦାରଣ ଲୋକଙ୍କ ଦାବି ହୋଇଥିବା ଜଣାପଡ଼ିଛି l
( ସେମିଲିଗୁଡା ଠାରୁ ଦେବେନ୍ଦ୍ର ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର)
What's Your Reaction?






