ବାଙ୍ଗିରିପୋଷି-ବାରିପଦା-ରୂପସା- ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନରେ ଅତ୍ୟାଧୁନିକ ଏଲଏଚବି ବଗି ବେବସ୍ତା ଆରମ୍ଭ

Apr 28, 2025 - 20:45
 0  23
ବାଙ୍ଗିରିପୋଷି-ବାରିପଦା-ରୂପସା- ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନରେ ଅତ୍ୟାଧୁନିକ ଏଲଏଚବି ବଗି ବେବସ୍ତା ଆରମ୍ଭ

ବାଙ୍ଗିରିପୋଷି - ତା୨୮/୦୪ ମଙ୍ଗଳବାର:! ସମୁଦାୟ ୧୩ ଟି ଏଲଏଚବି ବଗି ଥିବାବେଳେ ଗୋଟିଏ ଏସି ଚେୟାର କାର ରହିଛି। ମଙ୍ଗଳବାର ଭୋର ନିୟମିତ ଭାବେ ଏଲଏଚବି ଚଳାଚଳ କରିବ। ଆଧୁନିକ କୋଚ ଦ୍ବାରା ଟ୍ରେନ ର ଗତି ୧୩୦ କିମି ପ୍ରଜ୍ୟନ୍ତ ବୃଦ୍ଧି ପାଇବ ଅନ୍ୟ କୋଚ ଅପେକ୍ଷା ଅଧକ ସୁରକ୍ଷିତ ହେବା ସହ ପୂର୍ବାପେକ୍ଷା ଅଧିକ ଯାତ୍ରୀମାନେ ଟ୍ରେନ ରେ ଯାତ୍ରା କରିପାରିବେ। ମାନ୍ୟବର ସାଂସଦ ନବଚରଣ ମାଝୀ ମହୋଦୟ,ରାଜ୍ୟ ସଭା ସାଂସଦ ମମତା ମହାନ୍ତ ମୋହଦୟା, ବାଙ୍ଗିରିପୋଷି ବିଧାୟକା ସୁଶ୍ରୀ ସଞଲୀ ମୁର୍ମୁ ମହୋଦୟା, ଏବଂ ସାରସକଣା ବିଧାୟକ ଭାଦବ ହାଁସଦା ମହୋଦୟଙ୍କ ସହ ବିଜେପିର ଅନେକ ଲୋକ ପ୍ରତିନିଧିମାନଙ୍କ ଉପସ୍ଥିତି ରେ ଏହା ଶୁଭାରମ୍ଭ ହୋଇଛି।

 ମୟୂରଭଞ୍ଜ, ବାରିପଦାରୁ - ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ