।। ପେଟା ରବିବାର ହାଟରେ ବିଜେଡି ଦଳର ପ୍ରଚାର ।।

May 5, 2024 - 21:18
 0  11
।। ପେଟା ରବିବାର ହାଟରେ ବିଜେଡି ଦଳର ପ୍ରଚାର ।।

ଚଳିତ ସାଧାରଣ ନିର୍ବାଚନକୁ ନେଇ ଏବେ କୋରାପୁଟ ନିର୍ବାଚନ ମଣ୍ଡଳୀ ଉଠୁଛି ପଡୁଛି ଏଠି ବିଜେଡି ଓ ବିଜେପି ଦଳ ର ପ୍ରଚାର ତସହିତ କଂଗ୍ରେସ ଦଳ ମଧ୍ୟ୍ୟ ପ୍ରଚାର କରୁଛନ୍ତି ଜୋର ସୋର ଆରମ୍ଭ କରିଥିବା ଦେଖିବାକୁ ମିଳିଛି ପେଟା ହାଟରେ ବିଜେଡି ଦଳ ର ବ୍ଲକ ସଭାପତି ଶ୍ରୀ ସୁନାଦର ଆଡାରୀ ଜୋର ସୋର ରେ ପ୍ରଚାର କରୁଥିଲେ ତାସହିତ ପେଟା ପଞ୍ଚାୟତ ର ସରପଞ୍ଚ ମଧ୍ୟ୍ୟ ପ୍ରଚାର କରୁଥିଲେ ଅପରାହ୍ନ ଗୋଟାଏ ବେଳେ ସ୍ଥାନୀୟ ପଞ୍ଚୟତ ଅପିସ ଠାରୁ ଏକ ବିରାଟ ପଟୁଆରରେ ବାହାରି ଶତାଧିକ କର୍ମୀ ଙ୍କ ସହ ପେଟା ହାଟରେ ପହଞ୍ଚି ଥିଲେ ଶଙ୍ଖ ଚିହ୍ନରେ ରଘୁରାମ ଭାଇଙ୍କୁ ଭୋଟ ଦେବାକୁ ନିବେଦନ କରିବା ତାସହ ବିଜେଡି ସରକାରଙ୍କ ର ଯୋଜନା କୁ ନେଇ କହୁଥିଲେ ମା ମାନଙ୍କ ମମତା ଯୋଜନା ହଉ ଓ କାଳିଆ ଯୋଜନା ହଉ ଏସଭୁକୁ ନେଇ ପ୍ରଚାର କରୁଥିଲେ ବିଜେଡି ର ସଭାପତି ଆପଣଙ୍କ ହାତରେ ପାୱାର ରହିଛି ଶଙ୍ଖ ଚିହ୍ନ ରେ ଭୋଟ ଦିଅନ୍ତୁ ବୋଲି ସଭାପତି ଶ୍ରୀଯୁକ୍ତ ସୁନାଦର ଆଡାରୀ ଏହାମଦ୍ୟରେ ବିଜେଡି ଦଳ ଲମତାପୁଟ ବ୍ଲକ ପେଟା ହାଟରେ ନିଜର ପ୍ରଚାର ଜୋର ସୋର ରେ ଚାଲିଛି ।

 ଲମତାପୁଟ ରୁ ସୁବାଷ ମାଳି ର ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ