।। ଝାଡୁ କୁ ଛାଡି ଶଙ୍ଖ ଧରିଲେ ।।

Mar 6, 2024 - 17:34
 0  12
।। ଝାଡୁ  କୁ ଛାଡି ଶଙ୍ଖ ଧରିଲେ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରୁ ଗତ ତାରିଖ 29/02/2024 ରିଖ ଦୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ କାର୍ଯ୍ୟକଳାପ ରେ ଅନୁପ୍ରାଣିତ ହୋଇ ଆମ୍ ଆଦମୀ ପାର୍ଟି ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ବିଘ୍ନରାଜ ପଣ୍ଡା ଓ ପୂର୍ବତନ ଜିଲ୍ଲା ସଧାରଣ ସମ୍ପାଦକ ଶ୍ରୀ ଗଣେଶ ବାଗ ଙ୍କ ନେତୃତ୍ୱ ରେ ଆମ୍ ଆଦମୀ ପାର୍ଟି,ବିଜେପି, କଂଗ୍ରେସ ଦଳ ଓ ସରପଞ୍ଚ, ସମିତି ସଭ୍ୟ ୱାର୍ଡ ମେମ୍ବର ଙ୍କୁ ନେଇ ପ୍ରାୟ 35 ଜଣ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳ ଶଙ୍ଖ ଭବନ ଠାରେ ଜିଲ୍ଲା ପ୍ରଭାରି,ଜିଲ୍ଲା ସଭାପତି ଓ ଲାଞ୍ଜିଗଡ ବିଧାୟକ ଙ୍କ ଉପସ୍ଥିତି ରେ ଦଳରେ ଯୋଗଦେଇଥିଲେ, ସେଥି ମଧ୍ଯ ରେ ,ଥୁ ରାମପୁର ବ୍ଲକ୍ ସଭାପତି ପ୍ରଦୀପ ନାଏକ, ରମାକାନ୍ତ ନାଏକ ଜୟପାଟଣା ବ୍ଲକ୍ ସଭାପତି ପ୍ରସନ୍ନ ସାହୁ, ଚିନ୍ତାମଣି କୁମାର, ଡମ୍ବରୁ ଦୁର୍ଗା,ମୂରଲୀଧର ନାଏକ ରବି ପାନ, ହୀରାପୁର ଗ୍ରାମ ପଂଚାୟତ ର ସମିତି ସଭ୍ୟା ଶ୍ରୀମତୀ ରିତା ପାନ, ୱାର୍ଡ ସଭ୍ୟା ଶ୍ରୀମତୀ କୌଶଲ୍ୟା ନାଏକ,ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ତଥା ବିଜେପି ମଣ୍ଡଳ ସଭାପତି ଶ୍ରୀ ବୈଦ୍ୟନାଥ ଠାକୁର ବିଜେପି ମଣ୍ଡଳ ଉପସଭାପତି ଶ୍ରୀ ଭୀମସେନ ଦୁର୍ଗା, ପୂର୍ବତନ କଂଗ୍ରେସ ବ୍ଲକ୍ ସଧାରଣ ସମ୍ପାଦକ ଓ AAP ଉପସଭାପତି ଶ୍ରୀ ଗୌର ଚୌହାନ, ବିଭୁଦତ ମାଝୀ,ମନମୋହନ ନିଆଲ, ଶଶୀ ନାଏକ, ଲାବଣ୍ୟ ବଣୁଆ ବିଜେପି ମଣ୍ଡଳ Sc cell ସଭାପତି ଶ୍ରୀ ରଶିକ ହରିଜନ, କରୁଣା ନାଏକ, ସୁରେଶ ତାଣ୍ଡି, ଟୁନି ଭାଟି, ଜୟନ୍ତି ଦୁର୍ଗା, ସୁକାନ୍ତି ବେମାଲ l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ