ଜନଜାତୀୟ ଗୌରବ ଦିବସ

Nov 21, 2024 - 21:51
 0  7
ଜନଜାତୀୟ ଗୌରବ ଦିବସ

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତ ର ପ୍ରତେକ ଗ୍ରାମରେ ଆରମ୍ବ ହେଇଛି ଗ୍ରାମ ସଭା ୱାର୍ଡ ଟୁ ୱାର୍ଡ ଭୁଲି ଭୁଲି ଆଜି ଲିଟିପୁଟ ଗ୍ରାମ ହାଇଥିଲା,ପଞ୍ଚାୟତ ର ସରପଞ୍ଚ ଶ୍ରୀ ଘେନୁ କ୍ରିସାନି, ଓ ସମିତି ସଭ୍ୟ ବଳଭଦ୍ର ପୁକିଆ ପିଓ କୈଳାଶ ଚାନ୍ଦ୍ର ମାଝୀ, ଓ ଡିଓ ପଦ୍ମନ ଭତରା ଏମ୍ବିକେ ଆଶା ଅଙ୍ଗନବାଡି ସଭୁ କର୍ମକର୍ତା ଭାରତ ବର୍ଷ କୁ ଇଂରାଜୀ ମାନେଙ୍କ ଦାସତ୍ଵରୁ ମୁକ୍ତ କରି ଦେଶ ସ୍ୱାଧୀନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀ ଏକ ସଚ୍ଛ ଓ ବିକଶିତ ଭାରତ ବର୍ଷର ସପ୍ନ ଦେଖିଥିଲେ ତାଙ୍କର ଜାଲଜଳୟୀ ଭକ୍ତି ଥିଲା ସ୍ୱାଧୀନତା ଠାରୁ ସଚ୍ଛତା ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ ତେଣୁ ଦେଶ ମାତୃକାର ସେବା କରିବା ନିମନ୍ତେ ନିଜ ଚତୁଃପାର୍ଶ୍ୱରେ ସଚ୍ଛତା ରକ୍ଷା ପ୍ରତି ଗୁରୁତ୍ଵ ଦେଇ ଅଳିଆ ଆର୍ଜରନା କୁ ଦୁରେଇ ଦେବା ଆମର କର୍ତ୍ତବ୍ୟ ହେବା ଉଚିତ ତା ସହିତ ନିଶା ମୁକ୍ତ ଗାଁ ଗଠନ ନିମନ୍ତେ ସଂକଳ୍ପ ବନ୍ଧୁଗଣ ଯୁବବର୍ଗ ହେଉଛନ୍ତି ଯେକୌଣସି ରାଷ୍ଟୀୟ ଅସଲ ଶକ୍ତି ଯେଉଁମାନଙ୍କର ସମାଜ ତଥା ରାଷ୍ଟ ନିର୍ମାଣରେ ମହତ୍ଵପୁର୍ଣ୍ଣ ଦାୟିତ୍ୱ ରହିଛି ତେଣୁ ଅଧିକ ରୁ ଅଧିକ ସଂଖ୍ୟକ ଯୁବ ସମାଜ ନିଶା ମୁକ୍ତ ଭାରତ ଅଭିଯାନରେ ସାମିଲ ହେବା ଆବଶ୍ୟକ ରହିଛି ବୋଲି ବୁଝାଇ ଥିଲେ ।

ଲମତାପୁଟ ସୁବାଷ ମାଳି ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ