ଚାରିଟେବଲ ଟ୍ରଷ୍ଟ ପହଞ୍ଚିଥିଲା ପୀଡିତ ପରିବାର ନିକଟକୁ

Feb 5, 2026 - 21:10
 0  17
ଚାରିଟେବଲ ଟ୍ରଷ୍ଟ  ପହଞ୍ଚିଥିଲା  ପୀଡିତ ପରିବାର ନିକଟକୁ

ଝାରସୁଗୁଡା,୫।୨(ଫାଷ୍ଟ ନ୍ୟୁଜ ଓଡିଶା): ଯୋରାବଗା(ବେଲପାହାଡ଼) ନିବାସୀ ହେମନ୍ତ ମହାରଣା ଙ୍କ ଅଜଣା ରୋଗ ରେ ଗ୍ରସ୍ତ ହୋଇ ତାଙ୍କ ଗୋଡ କୁ ହରାଇଛନ୍ତି।ଏବେ ତାଙ୍କ ଘର ର ଅବସ୍ଥା ବହୁତ ଖରାପ ଅଛି। କିଛି ଦିନ ପୂର୍ବେ ସାମାଜିକ ଗଣମାଧ୍ୟମ ରେ ଏକ ଭିଡିଓ ଦେଖି ଏହି ବ୍ୟକ୍ତି ଙ୍କ ବିଷୟ ରେ ପ୍ରୟାସ ଚାରିଟେବଲ୍ ଟ୍ରଷ୍ଟ ଜାଣିବା କୁ ପାଇଥିଲେ । ସେହି ଭିଡିଓ ରେ ଜଣେ ବୃଦ୍ଧା ମହିଳା ଗୋଟିଏ ମାସ ର ରାସନ ସାମଗ୍ରି ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଏହା ଦେଖି ଆଜି ଟ୍ରଷ୍ଟ ର ସଦସ୍ୟ ମାନେ ତାଙ୍କ ଘରକୁ ଯାଇ ତାଙ୍କୁ ଗୋଟେ ମାସ ର ଘରୋଇ ସାମଗ୍ରୀ ଯୋଗାଇ ଦେଇଥିଲେ ଓ ତାଙ୍କ ଘର ର ସମସ୍ୟା ବିଷୟ ରେ ପଚାରି ବୁଝିଥିଲେ।

ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ