ଗୁରୁଦିବସ ଉତ୍ସବ ପାଳନ ମାଝିପଡ଼ା ମୂଖିଗୁଡ଼ା

Sep 5, 2024 - 18:40
 0  42
ଗୁରୁଦିବସ ଉତ୍ସବ ପାଳନ ମାଝିପଡ଼ା ମୂଖିଗୁଡ଼ା

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ମୁଖିଗୁଡ଼ା ମାଝୀ ପଡ଼ା ମାଁ ତାରିଣୀ ମନ୍ଦିର ପୀଠ ଠାରେ ଆଜି ସେପ୍ଟେମ୍ୱର ୫ ତାରିଖ ଗୁରୁଦିବସ ପାଳନ କରାଯାଇଥିଲା ଏହି ଉତ୍ସବରେ ମୁଖ୍ୟତ, ଗୁରୁ ସମ୍ବାରୁ ମାଝୀ ଓ ଗୁରୁ ମାତା ସାବିତ୍ରୀ ମାଝୀ ଙ୍କୁ ଗୁରୁ ସମ୍ବର୍ଧନା କରି ତାଙ୍କ ଭକ୍ତ ମାନେ ବହୁତ୍ ଧୁମ୍ ଧାମ ରେ ଆୟୋଜିତ କରି ଗୁରୁଦିବସ ଉତ୍ସବ ପାଳନ କରାଯାଇଥିଲା। ଉପସ୍ଥିତ ଭକ୍ତ ବୃନ୍ଧ ପ୍ରଶାନ୍ତ ନାଏକ, ଗବର୍ଧନ ସମରତ, ଦୁଷ୍ମନ୍ତ ମାଝୀ, ସସ୍ମିତା ମାଝୀ, ମୁକ୍ତା ରାଉତ, ସହିତ ଅନେକ ଭକ୍ତ ମିଳିମିଶି ଗୁରୁଦିବସ ଉତ୍ସବ ପାଳନ କରିଥିଲେ । ଆଯକୁ ୮ ରୁ ୧୦ ବର୍ଷ ହେଇଗଲା ଏହି ମାଁ ତାରିଣୀ ଙ୍କ ପୀଠ ଅବସ୍ଥିତ, ହେଲେ ମନ୍ଦିରର ଅବସ୍ଥା ଠିକ୍ ନାହିଁ ଯାହାଫଳରେ ଭକ୍ତ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଙ୍କ ତରଫରୁ ମନ୍ଦିର ଗୃହ ପାଇଁ କିଛି ସହଜଗ ପାଇଁ ଭକ୍ତ ମାନଙ୍କ ଅଭିଯୋଗ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ସହ ରଜନୀକାନ୍ତ ସଗଡ଼ିଆଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ