।। କାର୍ତ୍ତିକ ପୂର୍ଣ୍ଣିମା ଉଜାଗର ପାଳନ କଲେ ମହିପାଣି ଗ୍ରାମ ବାସୀ ।।

Nov 27, 2023 - 17:05
 0  7
।। କାର୍ତ୍ତିକ ପୂର୍ଣ୍ଣିମା ଉଜାଗର ପାଳନ କଲେ ମହିପାଣି ଗ୍ରାମ ବାସୀ ।।

ବାର ମାସ ରେ ତେର ପର୍ବ ଥିବାବେଳେ ଆଜି ପରମ୍ପରା ବଞ୍ଚି ରହିଥିବା ଦେଖିବାକୁ ମିଳିଛି l ଆମ ସମାଜ ରେ ବିଭିନ୍ନ ଦେବାଦେବୀଙ୍କ ପୂଜା ଅର୍ଚ୍ଚନା କରିଚାଲିଛନ୍ତି l ଆଜି କାର୍ତ୍ତିକ ପୂର୍ଣ୍ଣିମା କଳାହାଣ୍ଡି ଜିଲ୍ଲା ଜୟପାଣା ବ୍ଲକ ମୁଖିଗୁଡ଼ା ପଞ୍ଚାୟତ ର ଅନେକ ଗାଁର ସାହି ରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ହୋଇଯାଇଛି l ଏଥିରେ ମହିପାଣି ଗ୍ରାମ ର ଚଳିତ ପୁର୍ଣିମାର ରାତି ରେ ସଂକୀର୍ତ୍ତନ ସହ ବହୁ ଖୁସି ରେ ମହିଳା ପୁରୁଷ ନୃତ୍ୟ କରି ଥିଲେ l ବିଷ୍ଣୁ ପୁରାଣ ରାତିରେ ଗାନ କରିଥିବାବଳେ ତାଲଗୁଡ଼ ଗ୍ରାମ ର ବଜାର ପଡ଼ା ର ମହିଳା ସଂକୀର୍ତ୍ତନ ଦଲ ମହିପାଣୀ ଗ୍ରାମ ପୂର୍ଣ୍ଣିମା ରେ ଯାଇ ଭକ୍ତିରେ ରାମ ନାମ ଜପକରି ନୃତ୍ୟ କରିଥିଲେ l ଏହାକୁ ନେଇ ଗ୍ରାମ ବାସି କଣ କହୁଛନ୍ତି ଶୁଣନ୍ତୁ l ଗୋସେଇ ପୂର୍ଣ୍ଣିମା କୁ ନେଇ କଣ ବାର୍ତ୍ତା ଦେଇ ଚାଲନ୍ତୁ ଶୁଣିନେବା ।

କଳାହାଣ୍ଡି ଜିଲ୍ଲା ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ