କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ର ନୂତନ କର୍ମକର୍ତା ଚୟନ

Sep 10, 2023 - 19:14
Sep 10, 2023 - 20:16
 0  70
କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ର ନୂତନ କର୍ମକର୍ତା ଚୟନ

ଓଡିଶା ପ୍ରଦେଶ କଂଗ୍ରେସ ଅନୁମଦନ କ୍ରମେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ର ନୂତନ କର୍ମକର୍ତା ଚୟନ ହୋଇ ଥିଲା l ଏଥିରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସମ୍ପାଦକ ଭାବରେ ଭବାନୀ ପାଟଣା ସ୍ଥିତ ଶ୍ରୀ ବାବା ଅଳି ଖାନ ମନନୀତ ହୋଇଥିବା ବେଳେ ଖାନ ତାଙ୍କ ଛାତ୍ର ଜୀବନ ରୁ ହିଁ ରାଜନୀତି ଆରମ୍ଭ କରିଲେ lସମଗ୍ର ଜିଲ୍ଲା ଓ ଜିଲ୍ଲା ବାହାରେ ସେ କାଯ୍ୟ ତୁଲାଇ ଆସିଥିବା ସହ ଦଳ ଥରେ ତାଙ୍କ ଉପରେ ଆସ୍ଥା ପ୍ରକାଟ କରି ଜିଲ୍ଲାର ସମ୍ପାଦକ ଭାବେ ଦାୟିତ୍ୱ ଦେଇଛନ୍ତି lକନିଷ୍ଠ ହୋଇଥିବା ସତ୍ୱେ ମଧ୍ୟ ତାଙ୍କ କାର୍ଯ୍ୟକୁ ତଦାରଖ କରି ଦମ୍ପାଦକ ଦାୟିତ୍ୱ ଦେଇଥିବାରୁ ଏବେ ଚର୍ଚ୍ଚା ବିଷୟ ପାଲଟିଛନ୍ତି lସେ ଏହି ଦାୟିତ୍ୱ ପାଇବା ପରେ ଓଡିଶା ପ୍ରଦେଶ ର ସଭାପତି ଶ୍ରୀ ଶରତ ପଟ୍ଟନାୟକ,କଳାହାଣ୍ଡି ଜିଲ୍ଲାର ବରିଷ୍ଠ ନେତା ଶ୍ରୀ ଭକ୍ତ ଚରଣ ଦାସ,କଳାହାଣ୍ଡି କଂଗ୍ରେସ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ଦାୟିତ୍ୱ ଦେଇ ଥିବାରୁ ନିଜ କୁ ଏବଂ ଦଳ ସହ ସମାଜର ସେବା କରିବା ପାଇଁ ପ୍ରକାଶ କରିଛନ୍ତି l ଜିଲ୍ଲା ବାସୀ ଏବଂ ଦଳ ର ସମସ୍ତ କର୍ମୀ ସହ କର୍ମକର୍ତ୍ତା ଖୁସି ର ସ୍ୱାଗତ ଜଣାଇବା ସହିତ ଧନ୍ୟବାଦ ଜଣାଇ ଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ