।। ଓଡିଶା ସରପଞ୍ଚ ମହାସଂଘ ସଭାପତି ରୋମାଞ୍ଚ ସାହୁଙ୍କ ନେତୃତ୍ୱରେ 30 ଗୋଟି ଜିଲ୍ଲାର 6794 ସରପଞ୍ଚ ଏକତା ହୋଇ ଭୁବନେଶ୍ୱର ଲୟେର PMG ଠାରେ ଗଣଧାରଣା ସହ ବିକ୍ଷୋଭ ।।

Sep 15, 2023 - 22:14
 0  18
।। ଓଡିଶା ସରପଞ୍ଚ ମହାସଂଘ ସଭାପତି ରୋମାଞ୍ଚ ସାହୁଙ୍କ ନେତୃତ୍ୱରେ 30 ଗୋଟି ଜିଲ୍ଲାର 6794 ସରପଞ୍ଚ ଏକତା ହୋଇ ଭୁବନେଶ୍ୱର ଲୟେର PMG ଠାରେ ଗଣଧାରଣା ସହ ବିକ୍ଷୋଭ ।।

ଓଡିଶା ସରପଞ୍ଚ ମହାସଂଘ ସଭାପତି ରୋମାଞ୍ଚ ସାହୁଙ୍କ ନେତୃତ୍ୱରେ 30 ଗୋଟି ଜିଲ୍ଲାର 6794 ସରପଞ୍ଚ ଏକତା ହୋଇ ଭୁବନେଶ୍ୱର ଲୟେର PMG ଠାରେ ଗଣଧାରଣା ସହ ବିକ୍ଷୋଭ କରାଗଲା l

ସରପଞ୍ଚଙ୍କ ଭତ୍ତା 30 ହଜାର ସରପଞ୍ଚ ମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରିବା ସରପଞ୍ଚ ମାନଙ୍କ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବୀମା ଜୀବନ ବୀମା 50 ଲକ୍ଷ୍ୟ କ୍ଷତିପୂରଣ ଅଫିସର ଶାସନ ବନ୍ଦ କରିବା ସରପଞ୍ଚ ମାନଙ୍କ ସ୍ୱତନ୍ତ୍ର ପାଣ୍ଠି ନିୟମ ପାରିତ କରି ଯେମିତି କି ତଥକ୍ଷଣାତ ଦୁଃଖୀ ଗରୀବ ଅସହାୟ ଲୋକଙ୍କୁ ସହଯୋଗ କରିବାକୁ ସକ୍ଷମ ହୋଇପାରିବେ ପେଶା ଆଇନ ସମ୍ପୂର୍ଣ୍ଣ ଲାଗୁ କରିବା l

ମୋ ଓଡିଶା ନବୀନ ଓଡିଶାରେ ଯେଉଁ ପ୍ରତି ପଞ୍ଚାୟତରେ 50 ଲକ୍ଷ୍ୟ ଘୋଷଣା କରିଛନ୍ତି ସେହି ଟଙ୍କା ଜିଲ୍ଲାପାଳ ବିଡିଓ ମାନଙ୍କ ଜରିଆରେ କାର୍ଯ୍ୟ କରିବାର ପ୍ରାବଧାନ ଦେଇଥିବାରୁ ସରପଞ୍ଚ ସଙ୍ଘ ବିରୋଧ କରୁଛି l

ସେହି ଟଙ୍କା ସିଧା ସଳଖ ପଞ୍ଚାୟତ ସରପଞ୍ଚଙ୍କ ପାଖରେ ଯିବା ଦରକାର ବୋଲି କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ରାଜୁପୁଟ ସରପଞ୍ଚ ପିତାମ୍ବର କହିଛନ୍ତି l 15 ଦଫା ଦାବୀ ଯଦି 7 ଦିନ ଭିତରେ ପୂରଣ କରଣାଗଲେ ପଞ୍ଚାୟତ ଅଫିସ ସମ୍ପୂର୍ଣ୍ଣ ଠପ ରହିବା ସହ ଜିଲ୍ଲାପାଳ ଅଫିସ ସମୁଖରେ ଅନିର୍ଦ୍ଧିଷ୍ଟ ଦାରଣା ଦେବାକୁ ଓଡିଶା ସରପଞ୍ଚ ମହାସଙ୍ଘ ନିଷ୍ପତ୍ତି ନେହିଛି l

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ