।। ଏନ୍ ଏ ସି , ଦାବି ପାଇଁ , ବ୍ଲକ ଭିତରେ ଆମରଣ ଅନଶନରେ ବଙ୍ଗୋମୁଣ୍ଡା ବାସିନ୍ଦା ।।

ତା -୧୪-୩-୨୪ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରେ ଆମରଣ ଅନଶନରେ ବସିଥିବା ଦୃଶ୍ୱ ଦେଖିବାକୁ ମିଳୁଛି,, ବ୍ଲକ ସମସ୍ତ କାର୍ଯ୍ୟ ବନ୍ଦକରି ଦିଆଯଇଥିଲା, ଯଦି ରାଜ୍ୟ ସରକାର ବଙ୍ଗୋମୁଣ୍ଡ! କୁ ଏନ୍ ଏ ସି ନ କରନ୍ତି ତାହେଲେ, ଆଗାମୀ ଦିନରେ ବାଙ୍ଗୋମୁଣ୍ଡା ବାସି ରାଜରାସ୍ତା କୁ ଓହ୍ଲେଇ ସମସ୍ତ ଗାଡ଼ି ମୋଟର,ଓ ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଏଥିରେ ବଙ୍ଗୋମୁଣ୍ଡା ସମସ୍ତ ପ୍ରକାର ଦଳ ସାମିଲ ହୋଇଛନ୍ତି ।
ବଙ୍ଗୋମୁଣ୍ଡା ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






