ଇତିହାସ_ସୃଷ୍ଟିକଲେ_ଜୟା

Sep 2, 2023 - 11:05
 0  10
ଇତିହାସ_ସୃଷ୍ଟିକଲେ_ଜୟା

#ଇତିହାସ_ସୃଷ୍ଟିକଲେ_ଜୟା: ଆଉଏକ ସର୍ବୋଚ୍ଚ ସ୍ଥାନରେ ଆଉଜଣେ ମହିଳା: ରେଲୱେ ବୋର୍ଡର ଚେୟାରମ୍ୟାନ ଓ ସିଇଓ ପଦରେ ଦାୟିତ୍ୱ ଗ୍ରହଣ କଲେ ଜୟା ବର୍ମା ସିହ୍ନା। ଭାରତୀୟ ରେଳବାଇର ୧୬୬ ବର୍ଷ ଇତିହାସରେ ଏହି ପଦରେ ଜଣେ ମହିଳା ଅଧିଷ୍ଠିତ ହେବା ପ୍ରଥମ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ