।। ଆସନ୍ତା ୨୦୨୪ ନିର୍ବାଚନ ପାଇଁ ନବନିର୍ମାଣ କୃଷକ ସଂଗଠନର "ମୋ ଦଳ "ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।।

Oct 10, 2023 - 19:32
 0  72
।। ଆସନ୍ତା ୨୦୨୪ ନିର୍ବାଚନ ପାଇଁ ନବନିର୍ମାଣ କୃଷକ ସଂଗଠନର "ମୋ ଦଳ "ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।।

ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ବଜାର ପଡିଆ ଠାରେ ନବନିର୍ମାଣ କୃଷକ ସଂଗଠନର ଯୁବ ଗୋଷ୍ଠୀ ମାନଙ୍କ ସହଯୋଗରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକର ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଯୁବ ଗୋଷ୍ଠୀଙ୍କ କି ଭୂମିକା ରହିବ ତାକୁ ନେଇ ବିଶଦ ଭାବେ ଆଲୋଚନା କରା ଯାଇଥିଲା। ଏହି ବୈଠକରେ ରାଜ୍ୟ ସଂଯୋଜକ ତଥା କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ମହାରଣା ,ଲିଙ୍ଗରାଜ ପ୍ରଧାନ ଜିଲ୍ଲା ସଭାପତି,ହେରାମ ସେନାପତି ଜିଲ୍ଲା ଉପସଭାପତି ଙ୍କ ସମେତ ବ୍ଳକ ଓ‌ ପଞ୍ଚାୟତ ସ୍ତରୀୟ ଅନେକ ଯୁବ କର୍ମକର୍ତ୍ତା ଯୋଗଦାନ କରିଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମକୁନ୍ଦ ନାଏକ ଙ୍କ ସହ ମାନସ କୁମାର ନାଏକ ଙ୍କ ରିପର୍ଟ କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ