SIଙ୍କ ନାଁରେ ଲଭ୍‌ ସେକ୍ସ ଧୋକା ଅଭିଯୋଗ

Aug 22, 2026 - 18:19
 0  22
SIଙ୍କ ନାଁରେ ଲଭ୍‌ ସେକ୍ସ ଧୋକା ଅଭିଯୋଗ

SIଙ୍କ ନାଁରେ ଲଭ୍‌ ସେକ୍ସ ଧୋକା ଅଭିଯୋଗ -ବାରିପଦା: ଟାଉନ୍‌ ଥାନା SIଙ୍କ ନାଁରେ ଲଭ୍‌ ସେକ୍ସ ଧୋକା ଅଭିଯୋଗ -SI ପ୍ରଭାତ ନାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଜନୈକ ମହିଳା -ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ନେଇ ଅଭିଯୋଗ -କିଛି ବ୍ୟକ୍ତି ସମାଜସେବୀ କହି ପ୍ରଭାତଙ୍କ ସହ ବିବାହ କରାଇଥିବା ମଧ୍ୟ ଅଭିଯୋଗ -SI ଏବେ ଧରାଛୁଆଁ ଦେଉ ନଥିବାରୁ ଥାନାର ଦ୍ବାରସ୍ଥ ହେଲେ ମହିଳା -ମୟୂରଭଞ୍ଜ SPଙ୍କ ନିକଟରେ ଅଭିଯୋଗ ପରେ ଟାଉନ୍ ଥାନାରେ ମାମଲା ରୁଜୁ -SI, ତାଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ ଜଣଙ୍କ ନାଁରେ ମାମଲା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ