।। 38, ତମ ମହା ଶିବରାତ୍ରୀ ପାଳିତ ହୋଇଛି ମହିପାଣି କୁମାରପଡ଼ା ଠାରେ, ।।

Mar 9, 2024 - 16:05
 0  11
।। 38, ତମ ମହା ଶିବରାତ୍ରୀ ପାଳିତ ହୋଇଛି ମହିପାଣି କୁମାରପଡ଼ା ଠାରେ, ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ମହିପାଣି କୁମାର ପଡ଼ା ଠାରେ ପାଲୋନ ହୋଇଛି ମହା ଶିବ ରାତ୍ରୀ ଜାଗର ଏଥିରେ ବହୁ ଦୁର ଦୁରନ୍ତା ରୁ ଭକ୍ତ ମାନେ ଆସିଥିଲେ ଶ୍ରୀଶ୍ରୀ ବାବା ଧବଳେ ଶୋର୍ ଙ୍କ ଦର୍ଶନ କରି ଥିଲେ ଆଖପାଖ ଅଞ୍ଚଳର ସମସ୍ତ ଦର୍ଶକ ମେନେ ଯୋଗ ଦେଇଥିଲେ ଏଥିରେ ମହିପାଣି କୁମାର ପଡ଼ା ଶିବ ମନ୍ଦିର କମିଟି ଭୋଜନ ର ବେବସ୍ତା ମଧ୍ୟ କରିଥିଲେ ବହୁ ଲୋକ ଭଜନ ସେବନ କରି ନିଜ ଘରେ ଘରେ ଫେରି ଯାଇଥିଲେ ଶିବ ମନ୍ଦିର ର ପୂଜକ ଶ୍ରୀ ଦିବାକର ଦାସ ତଥା କମିଟିର (ସଭାପତି) ଶ୍ରୀ ମୁରଲୀ ରଣା (ଉପସଭାପତି) ହେମନ୍ତ ନାଏକ ତଥା ମନ୍ଦୀର କମିଟି ର ସଦସ୍ୟ ମାନେ ସହଯୋକ କରିଥିଲେ ବିଶେଷ ସହଜଗ କରିଥିଲେ ଦୀପକ ନାଏକ କୁମାର ପଡ଼ା ।

କଳାହାଣ୍ଡି ଜିଲ୍ଲା ରୁ ରଜନି କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ