ସାମ୍ବାଦିକ ସଂଘ ବରୀ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳନ

Nov 17, 2024 - 09:15
 0  184
ସାମ୍ବାଦିକ ସଂଘ ବରୀ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳନ

ଜାତୀୟ ରାଜନୀତି ଠାରୁ ଆରମ୍ଭ କରି ସାମାଜିକ ମୂଲ୍ୟବୋଧ, ସମାଜ ସଂସ୍କାର ଓ ସାଧାରଣ ଲୋକଙ୍କ ନ୍ୟାୟ ପାଇଁ ସବୁ ସମୟ ରେ ଲଢେଇ କରିଥାଏ ଗଣମାଧ୍ୟମ ।  ଜାତୀୟ ଗଣମାଧ୍ୟମ ଦିବସ ଉପଲକ୍ଷେ ବରୀ ବଜାର ଶକ୍ତିପୀଠ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣ ରେ  ସାମ୍ବାଦିକ ସଂଘ ବରୀ  ର ସଭାପତି ପ୍ରଶାନ୍ତ ଦ୍ବିବେଦୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ସେ ଏଭଳି ମତ ପ୍ରକାଶ ପାଇଅଛି। ସାମ୍ବାଦିକତା ବୃତ୍ତି ନ ହୋଇ ପେଶା ଅପେକ୍ଷା ସାଧାରଣ ଲୋକଙ୍କ ସମସ୍ୟା କୁ ଗୁରୁତ୍ଵ ଦେଇ ଏହାର ସମାଧାନ କରିବା କ୍ଷେତ୍ର ରେ ଜଣେ ଗଣମାଧ୍ୟମ ପ୍ରତିନିଧି ସକାରାତ୍ମକ ଚିନ୍ତାଧାରା ଭିତରେ ନିଜର ଦାୟିତ୍ଵ ପାଳନ କରେ ସେଥିପାଇଁ ବିଭିନ୍ନ ବର୍ଗର ଲୋକମାନେ ତାଙ୍କୁ ହିଁ  ପ୍ରଶଂସା କରିଥାନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ