।। ଲୋହରାଯୋର ଗ୍ରାମରେ ପାନୀୟ ଜଳ ସମସ୍ୟା କେବେ ଦ୍ଵର ହେବ ।।

May 9, 2023 - 09:02
May 9, 2023 - 09:03
 0  60
।। ଲୋହରାଯୋର ଗ୍ରାମରେ ପାନୀୟ ଜଳ ସମସ୍ୟା କେବେ ଦ୍ଵର ହେବ ।।

ସରକାର ଘର ଘର ଜଳ ର ଯେଉଁ ବସୁଧା ଯୋଜନା କରିଥିବା କାହାକୁ ଅଜଣା ହେଲେ ଯୋଜନା ବି ସତ ଲୋକ ଦୁଃଖ କଷ୍ଟ ରେ ଜଳ ପାଇଁ ବଞ୍ଚିବା କେତେ ଯେ ସତ ତାହା ନ ଦେଖିଲେ ବିଶ୍ୱାସ କରିବେ ନାହିଁ ଆଜ୍ଞା ଦୁନିଆରେ ବଞ୍ଚିବା ପାଇଁ କଥା ରେ ଅଛି ଜଳ ହିଁ ଜୀବନ ଜଳ ବିନା କୌଣସି ପ୍ରାଣୀ ଜୀବିତ ରହିପାରିବେ ନାହିଁ ସେହିପରି ଏକ ଗାଁ ଅଛି ଜଳ ପାଇଁ ଅନେକ ଥର ପ୍ରଶାସନ ହେଉ କି ନେତାଙ୍କୁ ଜଣାଇଲା ପରେ ମଧ୍ୟ କିଛି ସୁଫଳ ପାଇ ନ ଥିବା ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗପାଳପୁର ପଞ୍ଚାୟତ ଗ୍ରାମ ଲୋହରାଯୋର ର ଗ୍ରାମ ବାସି କି ଅସୁବିଧା ରସହ ସମ୍ମୁଖୀନ ହୋଇ ରହିବା କେତେ କଷ୍ଟ ତାହା ଆପଣ ମାନେ ଜାଣିପାରୁଥିବେ l ଗାଁ ର ଏକ ଖେତ ଜମିର ଏକ କଡ଼ରେ କୁଣ୍ଡ କରି ଗାଁ ରେ ଥିବା 150ଘର ପରିବାର କୁଣ୍ଡ କୁ ଗାଁ ର ସମସ୍ତେ କୁଣ୍ଡ ର ପାଣି କୁ ନିର୍ଭର କରି ଥିବା ବେଳେ ରୋଷଇ, ଗାଧୋଇବା, ନିତ୍ୟକର୍ମ କାରିବାl ଗାଁ ରେ ତିନିଟି ନଳକୂପ ଅଛି କିନ୍ତୁ ସଠିକ ଭାବରେ ଚାଲୁ ନ ଥିବା ଯୋଗୁଁ ଜଳ ନିଅଣ୍ଟ ହେଲେ ମହିଳା ମାନେ କୁଣ୍ଡ ର ଦୂଷିତ ଜଳ ବ୍ୟବହାର କରି ଅନେକ ଲୋକ ରୋଗ ରେ ପୀଡିତ କିଛି ଲୋକ ମୃତ୍ୟୁହେଲାଣି ବୋଲି ମହିଳା ପ୍ରକାଶ କରିଥିଲେ l ଏହାକୁ ନେଇ ବାରମ୍ବାର ଲିଖିତ ଆକାରେ ଜଣାଇଲା ପରେ ମଧ୍ୟ କିଛି ସୁବିଧା ହୋଇନି ତେଣୁ ଗ୍ରାମ ବାସି ମହିଳାଙ୍କ ଅଭିଯୋଗ ଏହା କି ଆମ ଗାଁ ରେ ବସୁଧା ଟ୍ୟାଙ୍କ କରି ଘର ଘର କୁ ପାଇପ ପାଣି ଜଗାଇବା ଅଭିଯୋଗ ଏହି ଖବର ଗଣ ମାଧ୍ୟମରେ ପ୍ରସାରଣ ହେଲା ପରେ କଣ ସୁବିଧା ପାଇବେ ତାହା ଦେଖିବାକୁ ବାକିରହିଲା ।

କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମକୁନ୍ଦ ନାଏକଙ୍କ ରିପୋର୍ଟ (କୋରାପୁଟ ୧ମ ଖବର )

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ