।। ଲେହ ଏୟାରପୋର୍ଟରେ ଫସିଲା ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ, ବାତିଲ୍‌ ହେଲା ଏକାଧିକ ଫ୍ଲାଇଟ୍‌ l।

May 17, 2023 - 05:50
 0  72
।। ଲେହ ଏୟାରପୋର୍ଟରେ ଫସିଲା ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ, ବାତିଲ୍‌ ହେଲା ଏକାଧିକ ଫ୍ଲାଇଟ୍‌ l।

।। ଲେହ ଏୟାରପୋର୍ଟରେ ଫସିଲା ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ, ବାତିଲ୍‌ ହେଲା ଏକାଧିକ ଫ୍ଲାଇଟ୍‌ l। ମଙ୍ଗଳବାର ଲେହ ବିମାନବନ୍ଦରରେ ଭାରତୀୟ ବାୟୁ​‌ ସେନାର ମାଲବାହୀ ବିମାନ ସ-୧୭ ଗ୍ଲୋବମାଷ୍ଟରରେ ତ୍ରୁଟି କାରଣରୁ ଯାତ୍ରୀ ବିମାନ ପରିଚାଳନା ବନ୍ଦ କରାଯାଇଛି।ଗ୍ଲୋବମାଷ୍ଟର ରନଓ୍ବେରେ ଫସିରହିବା କାରଣରୁ ଅନ୍ୟ ବିମାନ ଉଡ଼ାଣ କିମ୍ବା ଅବତରଣ କରିପାରୁନାହାଁନ୍ତି। ଲେହକୁ ଇଣ୍ଡିଗୋ, ଏୟାର ଇଣ୍ଡିଆ, ସ୍ପାଇସଜେଟ୍‌ ଏବଂ ଭିସ୍ତାରା ଭଳି ଘରୋଇ ବିମାନ କମ୍ପାନି ପ୍ରତିଦିନ ୧୧ଟି ଉଡ଼ାଣ ସଞ୍ଚାଳିତ କରିଥାନ୍ତି।

ବ୍ୟୁର ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ