ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅବକାରୀ ଟିମ ହାତରେ ଧରାପଡ଼ିଲା ନକଲି ବିଦେଶି ମଦ
ବାରିପଦା.09/07/2026 ଦିନକୁଦିନ ବଢି ଚାଲିଛି ଚୋରାମଦ କାରବାର ସହିତ ଡ଼ୁପ୍ଲିକେଟ ମଦ କାରବାର,ଏହା ଏକ ପ୍ରକାର ଅବକାରୀ ଡିପାଟମେଣ୍ଟ ପାଇଁ, ଚେ।ରା ମଦବେପାରୀଙ୍କର ଖୋଲା ଚେଲେଞ୍ଜ' ତା ଛଡ଼ା ସରକାରୀ ଲାଈ ସେନ୍ସପ୍ରାପ୍ତ କିଛି କାଉ ଣ୍ଟର ମାନଙ୍କରେ ମଧ୍ୟ ରାତ୍ରୀ ଯାଏ ବେଧଡକ ମଦ କାରବାର । ଏପରିକି ଢ଼ାବା ହୋଟେଲ ମାନଙ୍କ ରେ ବିନା ଲାଇସେନ୍ସରେ ଚାଲିଛି ମଦ ବିକ୍ରି । କାର ଛତ୍ରଛାୟା ତଳେ ଏପରି ଚାଲିଛି। ଅବକାରୀ ବିଭାଗ ଅଧିକ ସଜାଗ ରହି ଏହାକୁ ଦୃଷ୍ଟିଗୋଚର ହୋଇ କଠୋର ଅଭିମୁଖ୍ୟ ଗ୍ରହଣ କରିବାପାଇଁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି। ନ ହେଲେ ଆଗାମି ଦିନରେ ମୟୂରଭଞ୍ଜ ଜିଲ୍ଲାରେ ମଦୁଆ ଙ୍କ ପ୍ରଦୃରଭାବ ବଢି ଚାଲିବ। ଏହାଦ୍ଵାରା ଚୋରି ରାହା ଜାନୀ, ହତ୍ୟା ଦିନକୁ ଦିନ ବଢି ଚାଲିବ ବୋଲି ବୁଦ୍ଧିଜିବୀ ମାନେ ମତବ୍ୟକ୍ତ କରିଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କର ତତ୍ପରତା ନିଷ୍ଠା ପରତା ଦରକାର।
ବାରିପଦାରୁ ଗୌର ଦାସଗିରିଙ୍କ ରିପୋଟ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0