।। ମଲ୍ଲିପଶିର ପବିତ୍ର ରଥଯାତ୍ରା ପାଇଁ ପବିତ୍ର ଅକ୍ଷୟ ତୃତୀୟା ରେ ରଥକାର୍ଯ୍ୟ ଆରମ୍ଭ ।।

May 10, 2024 - 19:20
 0  11
।। ମଲ୍ଲିପଶିର ପବିତ୍ର ରଥଯାତ୍ରା ପାଇଁ ପବିତ୍ର ଅକ୍ଷୟ ତୃତୀୟା ରେ ରଥକାର୍ଯ୍ୟ ଆରମ୍ଭ  ।।

ସର୍ବ ପ୍ରଥମେ ହଜାର ହଜାର ସଂଖ୍ୟା ସଂଖ୍ୟାରେ ମା ଭଉଣୀ ମାନଙ୍କ ଦ୍ୱାରା ମୂଷାଖୋରୀସ୍ଥ ମା ବାସୁଳୀ ଙ୍କ ମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ସେମାନଙ୍କୁ ବନ୍ଦାପନା କରି ଜଗନ୍ନାଥ ମନ୍ଦିର ତରଫରୁ ସ୍ୱାଗତ କରାଯିବା ସହିତ ତିନିରଥର ରଥକାଠ ନିମନ୍ତେ ଦଇତା ପତି ସେବକ ଓ ମହାରଣା ସେବକ ମାନଙ୍କୁ ଭକ୍ତବୃନ୍ଦ ଙ୍କ ଦ୍ୱାରା ବନ୍ଦାପନା କରି ବନଜାଗ ଯାତ୍ରା ପାଇଁ ରାଜା ରବିନାରାୟଣ ସିଂ ଓ ମୁଖ୍ୟ ପୂଜକ କୁଳମଣି ଷଡ଼ଙ୍ଗୀ ଙ୍କ ଦ୍ୱାରା ପ୍ରଭୁ ଙ୍କ ଧଣ୍ଡା ମାଳ ଦେଇ ବନକୁ ଯିବା ପାଇଁ ଅନୁମତି ପ୍ରଦାନ କରିଥିଲେ ତତପରେ ରଥକାଠ ଆସିବାପରେ ମଲ୍ଲିପଶି ମୂଷାଖୋରୀ ଗ୍ରାମ ଦେଇ ଆସିବା ବେଳେ ସମସ୍ତ ଭକ୍ତ ସେହି ଦାରୁକୁ ବନ୍ଦାପନା କରିଥିଲେ ଏହି କାର୍ଯ୍ୟକୁ ସର୍ବଶ୍ରୀ ଦେହୁରୀ ବନମାଳୀ ନାଏକ, ମଧୁସୂଦନ ଗଡ଼ନାୟକ, ରଞ୍ଜନ କୁମାର ବାରିକ, ମଙ୍ଗୁଳୁ ମହାନ୍ତ, ମନୋରଞ୍ଜନ ମହାନ୍ତ, ନବକିଶୋର ରଣା, ମନ୍ମଥ ରଣା, ଅନାଦି ମହାନ୍ତ, ବୈରାଗୀ ରଣା, ସୁଦର୍ଶନ ନାଏକ, ପୁରୁଷୋତ୍ତମ ମହାନ୍ତ, ଭାବଗ୍ରାହୀ ମହାନ୍ତ, ନାକୁ ଦାସ, ଭାସ୍କର ଦାସ, ନିରାକାର ରଣା, ଗଣନାଥ ରଣା, ନେତ୍ର ନାଏକ, ନିରାକାର ନାଏକ, ରାମ ନାଏକ, ଚନ୍ଦ୍ରମଣି ନାଏକ, ଋଷି ନାଏକ ଆଦି ସହଯୋଗ କରିଥିବାବେଳେ ଯଜ୍ଞ କାର୍ଯ୍ୟ ରେ କର୍ତ୍ତା ଭାବେ ପାର୍ଥସାରଥୀ ବେଜ ଓ ଦିପ୍ତିମୟୀ ବେଜ ଯଜ୍ଞ କାର୍ଯ୍ୟ ସମ୍ପାଦlନ କରିଥିଲେ ମା ଭଉଣୀଙ୍କ ତରଫରୁ ଦିପ୍ତିମୟୀ ନାଏକ, ସୂର୍ଯ୍ୟମଣି ବେଜ,ବିଷ୍ନୁପ୍ରିୟା ବେଜ, ସୁନ୍ଦରୀ ରଣା, ସେବ ରଣା, କବିତା ରାଉତ, କଳାବତୀ ପଣ୍ଡା, ଲଷ୍ମୀରାଣୀ ଷଡ଼ଙ୍ଗୀ, ପାର୍ବତୀ ରଣା, ମନ୍ଦୋଦରୀ ରଣା, ହେମ ରଣା, ରଶ୍ମିତା ରଣା ଆଦି ସହଯୋଗ କରିଥିଲେ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ