।। ବସ୍ତି ବାସିନ୍ଦାଙ୍କ ବିକାଶ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Feb 10, 2024 - 18:43
 0  264
।। ବସ୍ତି ବାସିନ୍ଦାଙ୍କ ବିକାଶ  ସଂକଳ୍ପ କାର୍ଯ୍ୟକ୍ରମ  ଅନୁଷ୍ଠିତ ।।

ବସ୍ତି ବାସିନ୍ଦାଙ୍କ ବିକାଶ ରାଜ୍ୟ ସରକାରଙ୍କ ସଂକଳ୍ପ କାର୍ଯ୍ୟକ୍ରମ ଶିବିର ୱାର୍ଡ ନ 12 ବିଜୁ କଲୋନୀ ରେ ଅନୁଷ୍ଠିତ ହୋଇ ଯାଇଛି ।ମୋ ଓଡିଶା ନବୀନ ଓଡିଶା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା କିଭଳି ଭାବେ ଲୋକାଭିମୁଖୀ ହୋଇପାରିବ ଏହା ନେଇ ସୁନାବେଡା ପୌର ପରିଷଦ ଆଜି ମୋ ୱାର୍ଡ ନଂ 12 ବିଜୁ କଲୋନୀ ଠାରେ , ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଭାବରେ ପୌରାଦକ୍ଷ ଡ଼ ରାଜେନ୍ଦ୍ର ପାତ୍ର, ଅଞ୍ଚଳ ବରିଷ୍ଟ ନାଗରିକ ଯୋଗଦେଇ ଶୋଭାରମ୍ଭ କରିଥିଲେ, ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କ୍ରମକୁ ରାଜ୍ୟ ସରକାରଙ୍କ ଭିଭିନ୍ନ ଲୋକାଭିମୁଖୀ ଯୋଜନା ର ବିକାଶ ଉପରେ ମତ ରଖିଥିଲେ, ଏବଂ ଅଞ୍ଚଳବାସୀଙ୍କ ଭିଭିନ୍ନ ସମସ୍ୟା ଉପରେ କିପରି ସମାଧାନ କରାଯିବ ତା ଉପରେ ମତ ରଖିଥିଲେ, । ୱାର୍ଡ ନଂ 12 ରେ ମ୍ୟୁଜିକାଲ ଚୈର, ଝୁଟି, ଡ୍ରଇଂଙ୍ଗ ପ୍ରତିଯୋଗିତା ରେ କୃତିତ୍ୱଙ୍କୁ ମୁଖ୍ୟ ଅତିତି ମାନଙ୍କ ଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦେବା ସହ, ୱାର୍ଡ ର ସୋଫାଇ କର୍ମ ଚାରି କୁନିଖେମୁଣ୍ଡୁ, ଭାବା ମୁଦୁଲିଙ୍କ ମଧ୍ୟ୍ୟ ସମ୍ଭର୍ଦ୍ଧନା ଦିଆଯାଅଛି, ପରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ସମ୍ବର୍ଦ୍ଧନା ଦିୟା ଯାଇଥିଲା ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦର କାଉଁଶୀଳର ରାମ ବେନିୟା, ରବୀନ୍ଦ୍ର ପ୍ରଧାନ, ମନୋଜ ସୁନା, ଗଜେନ୍ଦ୍ର ମାଝୀ, ଏବଂ ୱାରଡ଼ ନମ୍ବର 12 ର ମମତା ଖରା ଉପସ୍ଥିତ ରହି ଲୋକ ଙ୍କୁ ସରକାରୀ ଯୋଜନା ଉପରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ରେ ୱାର୍ଡ ଅଫିସର ସଂଜିତ କୁମାର ଟାକ୍ରି, ବସ୍ତି ବାସିନ୍ଧାଙ୍କ ସଂଘ ସଭାପତି ରୂପକ ପୋଡ଼ାଲ, ସୋମ୍ପାଦକ ଲୋଇଚନ ଖେମୁଣ୍ଡୁ, କୋଷାଦୋକ୍ଷ ଶଙ୍କର ଖେମୁଣ୍ଡୁ, ସୁଚାର ରୂପେ କାର୍ଯ୍ୟକ୍ରମ ତୁଲାଇଥିଲ. ଏହି ଅବ ସରରେ ପୌର ପରିଷଦ ର କର୍ମଚାରି ସମେତ ବିଜୁ କଲୋନୀ ରେ ସୋତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ. ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ ଲଷ୍ମୀଧର ମହାପାତ୍ର କରିଥିଲେ ।

 କୋରାପୁଟ ରୁ ରୂପ ଖରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ