।। ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ରେ ସ୍ୱଚ୍ଛଭାରତ ଅଭିଯାନ ।।

Oct 1, 2023 - 12:13
 0  87
।।  ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ରେ ସ୍ୱଚ୍ଛଭାରତ ଅଭିଯାନ ।।

ମାନବ ସମାଜର ସ୍ୱାସ୍ଥ୍ୟ ସୁନ୍ଦର ଜୀବନ ପାଇଁ ସ୍ବଚ୍ଛତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତେଣୁ ଜାତି ର ପିତା ମହାତ୍ମା ଗାନ୍ଧୀ କହିଥିଲେ ସ୍ବାସ୍ଥ୍ୟ ହିଁ ସମ୍ପଦ ଅଟେ।ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ରେ ସ୍ୱଚ୍ଛଭାରତ ଦିବସ୍ ପାଳିତ କରାଯାଇଛି ଏଠାରେ ଗ୍ରାପଞ୍ଚାୟତ ବାସି, ଆଶା ଦିଦି, ମାଁ ସ୍ଵଂୟ ସହାୟିକା ଗୋଷ୍ଠୀ ଏବଂ ଗ୍ରାମ ରୋଜଗାର ସେବକ ଙ୍କ ସହିତ ଗାଁ ସାଥୀ ସମସ୍ତେ ଉପସ୍ଥିତ ହେଇ ରାସ୍ତା ଘାଟ ସଫା ସୁତୁରା କରି ସମସ୍ତେ ଏକାଠି ହେଇ ଏମିତି ସବୁ ଦିନ ଆମର କିଛି ସମୟ ଦାନ କରି ଆମ ଦେଶ କୁ ଆମେ ସ୍ବଚ୍ଛତା ରଖିବା ବୋଲି ଶପଥ ପାଠ କରାଗଲା ।

 କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରତିନିଧି ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ