।। ପାରା ଖାଇଯାଉଛି ବିରି ଫସଲ, ଚିନ୍ତାରେ ଚାଷୀ ।।

ବରୀ ବ୍ଲକର ଭଅଁରା ପଞ୍ଚାୟତର ଭଅଁରା ଗ୍ରାମର ଚାଷୀ ମାନେ ବିଓଳି ଧାନ ଜମିରୁ କାଟିବ ପରେ ଜମିରେ ବିରି ବୁଣିଥଳେ ଥିଲେ । ବିରି ଜମିରେ ବୁଣି ବା ପରେ ପ୍ରତେ ତ୍ୟେକ ଦିନ ବହୁ ସଂଖ୍ୟାରେ ପାରା ବସି ବିରିକୁ ରିକୁ ଖୁଣ୍ଟି ଖାଇଯାଉଥୁବା ଚାଷୀ ବୈକୁଣ୍ଠ ମଲ୍ଲିକ ଓ ଶରଣ । ମଲ୍ଲିକ କୁହନ୍ତି । ସନ୍ତସନ୍ତ ଚାଷଜମି ଚାଷଜମିରେ ଉଭୟ 90 ଗୁଣ୍ଠରୁ କ୍ଷରୁ ଅଧିକ ଚାଷ ଜମିରେ ବିରି ବୁଣି ଥିଲେ । ହେଲେ ପାରାପଲ ଜମିରୁ ବିରି ଫସଲକୁ ଖାଇଦେଉଛନ୍ତି । ସେହିଭଳି ଅନେକଚାଷୀଙ୍କର ମଧ୍ୟ ବିରି ବୁଣି ଥୁବା ଜମିରେ ପାରା ବସି ଖାଉଦେଉଥିବା ଜଣାପଡିଛି । କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






