।। ପଟାଙ୍ଗି ନିର୍ବାଚନ ମଣ୍ଡଳିର କଂଗ୍ରେସ ର ପୂର୍ବତନ ବିଧାୟକ ଏବଂ ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡାମଙ୍କ ଆଜି ସାମ୍ବାଦିକ ସମ୍ମିଳନୀ ।।
କୋରାପୁଟ ଜିଲ୍ଲା ପଟାଙ୍ଗି ନିର୍ବାଚନ ମଣ୍ଡଳିର କଂଗ୍ରେସ ର ପୂର୍ବତନ ବିଧାୟକ ଏବଂ ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡାମଙ୍କ ଆଜି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବିଭିନ୍ନ ଯୋଜନା ଆସନ୍ତା ୨୦୨୪ ସାଧାରଣ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ଆଗକୁ ଆସୁଛି ୨୦୨୪ ବିଧାନସଭା ନିର୍ବାଚନ । ଏହି ନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଯୁଦ୍ଧ ଦେଖିବାକୁ ମିଳୁଛି । ସାଧାରଣ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ରାମଚନ୍ଦ୍ର କାଡାମଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ପଟାଙ୍ଗି ନିର୍ବାଚନମଣ୍ଡଳୀରେ ରାମଚନ୍ଦ୍ର କାଡାମ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଏବେ ଚର୍ଚ୍ଚା।କଂଗ୍ରେସ ଲୋକଙ୍କ କାହା ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ରହିଛି ? କଂଗ୍ରେସ ଦଳ ମଧ୍ୟରେ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ରାମଚନ୍ଦ୍ର କାଡାମଙ୍କୁ ବଡୁଛି ଲୋକପ୍ରିୟତା ? ଏପଠେ କଂଗ୍ରେସ ରେ ପଟାଙ୍ଗି ନିର୍ବାଚନ ମଣ୍ଡଳୀ ପାଇଁ ରାମଚନ୍ଦ୍ର କାଡାମ ପ୍ରାର୍ଥୀ ରହିଛନ୍ତି । କଂଗ୍ରେସରେ ଲୋକଙ୍କ ଭଲ ପାଇବା ଏବଂ ବିଶ୍ୱାସ ରହିଛି ବୋଲି କହିଛନ୍ତି ରାମଚନ୍ଦ୍ର କାଡ଼ାମ । ରାମଚନ୍ଦ୍ର କହିଛନ୍ତି ଯେ ମୋତେ ଲୋକଙ୍କ ପ୍ରତି ବଢିଛି ଅଧିକ ସମର୍ଥନ? ପୂର୍ବରୁ କଂଗ୍ରେସ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ଗରିବ ଲୋକମାନଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି। ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ କଂଗ୍ରେସରେ ପୂର୍ବତନ ବିଧାୟକ ରାମଚନ୍ଦ୍ର କଡ଼ାମ । ।ସେଥିରୁ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ରାମଚନ୍ଦ୍ର କାଡାମଙ୍କୁ ଅଧିକ ଚର୍ଚ୍ଚା ଜୋର ହେଉଛି। ଦୁଖୀ ଗରୀବ ଅସହାୟ ମଣିଷର ସାଥି ହେବା ମୋର କର୍ତ୍ତବ୍ୟ ମୋର ନିଶା ଏବଂ ମୋର ସୌଭାଗ୍ୟ । ମୁଁ ମୋର କାର୍ଯ୍ୟ ନିଷ୍ଠାର ସହ କରିବା ପାଇଁ ଶହେ ପ୍ରତିଶତ ଚେଷ୍ଟା କରୁଛି । ମୁଁ ସର୍ବଦା ଦୁଃଖୀ ଗରୀବ ଅସହାୟ ନିଷ୍ପେସିତ ଲୋକଙ୍କ ସାଥିରେ ଅଛି । ଆଗକୁ ମଧ୍ୟ୍ୟ ରହିଥିବି ।ପୁଣି କଂଗ୍ରେସ ସରକାରଙ୍କ ଯୋଜନାରେ ସାମିଲ ହୋଇଛି ବୋଲି ରାମଚନ୍ଦ୍ର କାଡାମ କହିଛନ୍ତି।କଂଗ୍ରେସ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସହରରୁ ଗ୍ରାମାଞ୍ଚଳରେ ଯାଇ ଲୋକଙ୍କ ପାଖରେ ପହଞ୍ଚି ବୋଲି କରୁଛନ୍ତି ରାମଚନ୍ଦ୍ର।ଏଥିସହ କଂଗ୍ରେସ ସରକାରଙ୍କୁ ପ୍ରଶଂସା କରି ରାମଚନ୍ଦ୍ର କାଡାମ କହିଛନ୍ତି ।ଓଡିଶାରେ ମଧ୍ୟ କଂଗ୍ରେସ ସରକାର କରିବ ଭାରତରେ ମଧ୍ୟ କଂଗ୍ରେସ ସରକାର କରିବ ତେଣୁ ତାଙ୍କ ଉଦ୍ଦେଶ୍ୟରେ ସାହାସର ସହିତ ମନ ଭଲାଇ କାମ କରି ଆସିଛନ୍ତି ରାମଚନ୍ଦ୍ର।ବିକାଶକୁ ପ୍ରାଥମିକତା ଦେବା ଉପରେ ମୋର ଗୁରୁତ୍ୱାରୋପ ରହିବ ବୋଲି କହିଛନ୍ତି ରାମଚନ୍ଦ୍ର। ପକ୍କା ଘର, ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସ୍ୱଚ୍ଛତା ଅଭିଯାନ, ଯୋଜନା, ମାଗଣା ରାସନ ଏବଂ ବିଭିନ୍ନ ବିଷୟରେ ସେ ଉଲ୍ଲେଖ କରିଥିଲେ।
ରୁପ ଖରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
1
Wow
1