।। ଦାବୀ ପୂରଣକୁ ନେଇ ଶିକ୍ଷକଙ୍କ ଦାବୀ ଜୋର ଧରୁଛି ।।

ପ୍ରାଥମିକ ଶିକ୍ଷକମାନେ ସମାହିକ ଛୁଟି ନେଇ ଆନ୍ଦଳନରେ ସାମିଲ ହୋଇଛନ୍ତି l ତିନି ଦଫା ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପ୍ରାଥମିକ ଶିକ୍ଷକ ସଙ୍ଘ ସରକାର କୁ କଡା ଚେତାବନୀ ଦେଇଛନ୍ତି l
ସରକାର ପାଖରେ ବାରମ୍ବାର ଶିକ୍ଷକ ମାନେ ଦାବୀ ପୂରଣ ନେଇ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷକମାନେ l ଯାହା ଫଳରେ ବାଧ୍ୟ ହୋଇ ଆନ୍ଦଳନ ପାଇଁ ଶିକ୍ଷକ ଗୋଷ୍ଠୀ ଅଣ୍ଟା ଭିଡ଼ି ଛନ୍ତି l
ଆଜି ଠୁ ଶିକ୍ଷକ ମାନଙ୍କ ସାମୁହିକ ଛୁଟି ଘଷଣା ଯୋଗୁଁ ବିଦ୍ୟାଳୟ ଗୁଡିକରେ ତାଲା ଝୁଲିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ା ରେ ବାଧା ସୃଷ୍ଟି ହୋଇଛି l ଏହି ପରିପେକ୍ଷୀ ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାଯ୍ୟlଳୟ ଆଗରେ ତିନି ଦଫା ଦାବୀ ନେଇ ଶିକ୍ଷକ ମାନେ ଧାରଣା ଦେଇଥିବା ଦେଖିବାକୁ ମିଳି ଥିଲା l
କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






