।। କୋଟି ପତି ଠୀକାଦାର ଙ୍କ ଘରେ ଝୁଲୁଛି,ଶ୍ରୀ ପତି ଦାସ ଙ୍କ ମୃତ ଦେହ ।।

Jan 9, 2024 - 17:34
Jan 9, 2024 - 17:38
 0  20
।। କୋଟି ପତି ଠୀକାଦାର ଙ୍କ  ଘରେ  ଝୁଲୁଛି,ଶ୍ରୀ ପତି ଦାସ ଙ୍କ ମୃତ ଦେହ ।।

ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ର ବିଷ୍ଣୁ ଝୁନ ଝୁନ୍ ବାଲା ଙ୍କ ଘରର ଏକ ତେନ୍ତୁଳି ଗଛ ରେ ,,ଏକ ଲୋକ , ଗଞ୍ଜି ରେ ଫାଶୀ ଲଗାଇ ଝୁଲୁ ଥିବାର ଦୃଶ୍ଵ ମିଳିଥିଲା,,, ତାଙ୍କର ନାମ ଶ୍ରୀ ପତି ଦାସ, ସେ ହେଉଛନ୍ତି , ଟିଟିଲାଗ଼ର ୧୧ ନମ୍ବର ୱା୍ଡରେ ରହୁଥିଲେ ,, କିନ୍ତୁ କାଳୀ ରାତିରେ ଆସି ଝୁନ ଝୁନ ବାଲା ଙ୍କ ଘରର ତେନ୍ତୁଳି ଗଛ ରେ ଝୁଳୁ ଥିବାର ଦେଖି ବାକୁ ମିଳିଥିଲା,, ଠୀକାଦାର ଙ୍କ କୌଣସି ଜଣେ କ୍ରମ ଚାରି ପ୍ରଥମେ ଦେଖିଥିଲେ ତେନ୍ତୁଳି ଗଛରେ ଜଣେ ଝୁଲୁଛି, ସେ ତା ପରେ, ନିଜ ଠୀକାଦାର ଙ୍କୁ କହି ଥିଲେ,, ତା ପରେ ବିଷ୍ଣୁ ଝୁନ ଝୁନ ବାଲା ପୋଲିସ ଙ୍କୁ ଫୋନ୍ କରିଥିଲେ,, ପୋଲିସ ଟିମ ଘଟଣା ସ୍ଥଳ କୁ ଆସି ତଦନ୍ତ ଆରମ୍ଭ କରିଥିଲେ,, ଓ ଶବ ବ୍ୟବଚ୍ଛେଦ ପରେ ସବୁ ଜଣା ପଡ଼ିବ,, ବୋଲି କହିଥିଲେ ପୋଲିସ ଟିମ ରେ ଏସ ଡି ପି ଓ,ଶ୍ରୀମତୀ ଅଙ୍କିତା କୁମାର,ଥାନା ଅଧିକାରୀ,ପ୍ରଧାନ ବାବୁ , ଏ ଏସ ଆଇ , ଛତର ବାବୁ ଓ ଏସ ଆଇ ପ୍ରଧାନ ବାବୁ, ପହଞ୍ଚି ଥିଲେ ଓ ସେଠି ଏଫ୍ ଆଇ ଆର୍ ଲେଖା ହୋଇଥିଲା, କିନ୍ତୁ ,ମୃତକ ଘରର ଲୋକେ ଓ ବ୍ଲକ ପଡ଼ା ବାସି କହୁ ଛନ୍ତି , ଏହା ଆତ୍ମହତ୍ୟା, ନୁହେଁ, ଏହା ଏକ ହତ୍ୟା ଏହାର ତଦନ୍ତ ହେଉ ଓ ଦୋଷୀ କୁ ଦଣ୍ଡ ମିଲୁ ।

ଟିଟିଲାଗଡ ରୁ ବାଲକୃଷ୍ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ