ଅଗ୍ନି ବିପର୍ଯ୍ୟୟକୁ କୁ ସହାୟତା ର ହାତ ବଢ଼ାଇଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ

Apr 30, 2024 - 16:20
 0  61
ଅଗ୍ନି ବିପର୍ଯ୍ୟୟକୁ କୁ ସହାୟତା ର ହାତ ବଢ଼ାଇଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ

ତା-୩୦/୦୪/୨୦୨୪ କେନ୍ଦ୍ରାପଡ଼ା ଜିଲ୍ଲା, ରାଜନଗର ବ୍ଲକ, ଗୁପ୍ତି ପଞ୍ଚାୟତଅନ୍ତର୍ଗତ, ଗୁପ୍ତି ଗ୍ରାମର ବୀରକିଶୋର ମଲିକ୍ ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡିଯାଇଥିବା ଖବର ପାଇ ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ ର କାର୍ଯ୍ୟକର୍ତ୍ତା ମାନେ ଶ୍ରୀଯୁକ୍ତ ସରୋଜ କୁମାର ଦାସ ମୋହଦୟ ସଭାପତି, ଦୀପକ ସ୍ୱାଇଁ ସହ ସଂଯୋଜକ, ରାଜକିଶୋର ରାଉତ ସହ ସଂଯୋଜକ, ନିର୍ମଳ ମଲ୍ଲିକ୍, କିଶୋର ସାମଲ, ଅକ୍ଷୟ କୁମାର ଜାନା, ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ପହଞ୍ଚି କିଛି ଆର୍ଥିକ ରାଶି ସହାୟତା ପ୍ରଦାନ କରିବା ସହିତ ପରିବାରବର୍ଗଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ ୲

ବ୍ୟୁର ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ