।। ୨୪ କୁଣ୍ଡିୟ ମାଁ ଗାୟତ୍ରୀ ମହାଯଜ୍ଞ, ରାଷ୍ଟ୍ର ଜାଗରଣ ଅଭିଯାନ ଜୟପାଟଣା ।।

Mar 1, 2024 - 16:17
 0  14
।। ୨୪ କୁଣ୍ଡିୟ ମାଁ ଗାୟତ୍ରୀ ମହାଯଜ୍ଞ, ରାଷ୍ଟ୍ର ଜାଗରଣ ଅଭିଯାନ ଜୟପାଟଣା  ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ର ଗାୟତ୍ରୀ ଶକ୍ତିପୀଠ ଜୟପାଟଣା ଠାରେ ମାଁ ଗାୟତ୍ରୀ ଙ୍କ ଆଜି ଦ୍ୱିତୀୟ ଦିନ ଗତକାଲି ମାଁ ଙ୍କ କଳସ ଯାତ୍ରା ସରିଯାଇଛି । ଆଜିହେଉଛି ୨୪ କୁଣ୍ଡୀୟ ମାଁ ଗାୟତ୍ରୀ ଙ୍କ ଯଜ୍ଞ ର ଦ୍ୱିତୀୟ ଦିନ । ଏହି ପୂଜା ତା. ୨୯ ୦୨ ୨୦୨୪ ରିଖ ଠାରୁ ଆରମ୍ଭ ହୋଇଯାଇଛି ଏହା ତା.୦୩/୦୩/୨୦୨୪ ରିଖ ରବିବାର ପର୍ଯ୍ୟନ୍ତ ରହିବ । ଏଠାରେ ଖାଇବା ପାଇଁ ଭକ୍ତ ମାନଙ୍କୁ ଅର୍ଣ୍ଣ ଭୋଗ ର ମଧ୍ୟ ବ୍ୟବସ୍ଥା ରହିଛି । ଅନେକ ଦର୍ଶକ ମାନେ ଭକ୍ତି ର ସହିତ ମନ୍ଦିର କୁ ଆସି ମାଁ ଙ୍କ ଦର୍ଶନ କରି ଶାନ୍ତି ପୂର୍ଣ୍ଣ ଅନୁଦାନ ପାଉଛନ୍ତି । ଆଜି ଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଣ୍ଟା ରେ ପ୍ରବଚନ ହେବ । ସେହିଭଳି ତା. ୦୨/୦୩/୨୦୨୪ ରିଖ ଶନିବାର ଦିନ ପ୍ରାତଃ ୮ ଘଣ୍ଟା ଯଜ୍ଞ ଓ ସଂସ୍କାର , ସନ୍ଧ୍ୟା ୬ ଘଣ୍ଟା ରେ ପ୍ରବଚନ ଓ ଦିପାଯଜ୍ଞ ହେବ । ସର୍ବ ଶେଷରେ ତା. ୦୩/୦୩/୨୦୨୪ ରିଖ ରବିବାର ଦିନ ପ୍ରାତଃ ୮ ଘଣ୍ଟା ରେ ଯଜ୍ଞ ଓ ପୂର୍ଣ୍ଣାହୁତି ହେବ ।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ