।। ୨୦ ୦୦୦ ହଜାର ରୁ ଅଧିକ ବିଜେଡି କର୍ମୀ ମିଶ୍ରଣ ପର୍ବ ବିଜେପି ରେ ସାମିଲ ହେଲେ ।।

May 4, 2024 - 21:51
 0  32
।। ୨୦ ୦୦୦  ହଜାର ରୁ ଅଧିକ ବିଜେଡି କର୍ମୀ ମିଶ୍ରଣ ପର୍ବ ବିଜେପି  ରେ ସାମିଲ ହେଲେ ।।

ଟିଟିଲାଗଡ ରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଠାରେ ବିଜେପି ପକ୍ଷରୁ ମିଶ୍ରଣ ପ୍ରର୍ବ ଆଓଯନ ହୋଇ ଥିଲା ,, ଟିଟିଲାଗଡ ନିର୍ବାଚନ ମଣ୍ଡଳୀରୁ ବିଜେଡି କର୍ମୀ -୨୦.୦୦୦ ହଜାର ରୁ ଅଧିକ ଲୋକ ବିଜେପି ରେ ସାମିଲ ହେଲେ , ମାନ୍ୟବର ପୃବତନ କେନ୍ଦ୍ର ସରକାରଙ୍କ ଶିକ୍ଷ୍ୟା ମନ୍ତ୍ରୀ ଧ୍ରମେନ୍ଦ୍ର ପ୍ରଧାନ ଙ୍କ ଆଗରେ ସମସ୍ତେ ମିଶିଲେ,, ଟିଟିଲାଡରେ ସମସ୍ତ ଙ୍କ ମୁଖରେ ଗୋଟିଏ ନାରା , ଏଥର ପରିବର୍ତନ୍ ଓ ବିଜେପି ଜିନ୍ଦାବାଦ ଓ ନବୀନ ଜୈନ ଜିନ୍ଦାବାଦ,, ସତେ ଯେମିତି ଜନ ସମୁଦ୍ର ହୋଇ ଯାଇଥିଲା ଟିଟିଲାଗଡ,,, ଟିଟିଲାଡ଼ ର ସର୍ଗିଗୁଡ଼ା ମଦନ ଜାଲ ଛକ ରୁ ବିଜେପି ରେଲି ବାହାରୁ ସହର ପରିକ୍ରମା କରିଥିଲେ ,, ତା ପରେ ସଭା ଆୟୋଜନ ହୋଥିଲା ।

ଟିଟିଲାଗଡ ରୁ ବ୍ୟୁରୋ ଚିପ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ