।। ସଡ଼କ ଦୁର୍ଘଟଣାରେ ଆଳୁ ବଜେଇ ଅଟୋ l ଅଳ୍ପକେ ବର୍ତିଲେ ଚାଳକ ।।

Oct 18, 2023 - 11:58
 0  9
।। ସଡ଼କ ଦୁର୍ଘଟଣାରେ ଆଳୁ ବଜେଇ ଅଟୋ l ଅଳ୍ପକେ ବର୍ତିଲେ ଚାଳକ ।।

ଆଜି କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ ସେମିଳିଗୁଡ଼ା ନୂଆ ହାଟପଦା ଠାରେ l ଏକ ଆଳୁ ବଜେଇ ଅଟୋ ଅଳଟି ପଡ଼ିବାରେ ଗାଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଗାଡ଼ି ଚାଳକଙ୍କୁ କୌଣସି ଅସୁବିଧା ହୋଇନଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାଇ ଏକ ଅଟୋରେ କିଛି ଆଳୁବସ୍ତା ଧରି ଛବିଶି ନମ୍ବର ଜାତୀୟ ରାଜପଥ ସୁନାବେଡ଼ା ଠାରୁ ସେମିଲିଗୁଡା ଅଭିମୁକେ ଯାଉଥିବା ବେଳେ ରାତି ପ୍ରାୟ 11ଟା ସମୟରେ ସେମିଲିଗୁଡା ନୂଆ ହାଟପଦା ସମୁଖରେ l ଏକ ଟ୍ରକକୁ ସାଇଡ ଦେବାବେଳେ ପଛ ଚକା ଏକ ରାସ୍ତାକଡ଼ରେ ପଶିଯାଇଥିବାରୁ l ଅଟୋ ଅଳଟି ଥିବା ଦେଖିବାକୁ ମିଳିଛି l ରାସ୍ତା ମରାମତି କରି ରାସ୍ତା ସାଇଡରେ ମୁରୁମ ଫିଲିଙ୍ଗ କରିନଥିବା ଜଗୁ ରାସ୍ତା ସାଇଡରେ ଗାତ ହୋଇଥିବା ବେଳେ ସଡ଼କ ଦୁର୍ଗଟଣା ହୋଉଥିବା ସ୍ଥାନୀୟ ଲକେ ଅଭିଯୋଗ କରିଛନ୍ତି l ଏମିତି ଅନେକ ଜାଗାରେ ରାସ୍ତା ମରାମତି ହୋଇନଥିବାରୁ ଅନେକ ଗାଡ଼ି ଦୁର୍ଘଟଣା ହୋଉଥିବା ଦେଖିବାକୁ ମିଳିଛି lଏହି ଘଟଣା ପାଇ ସୁନାବେଡ଼ା ପୋଲିସ ଘଟଣା ସ୍ଥଳରେ ଆସି ଗାଡ଼ିମାଲିକଙ୍କୁ ଫୋନଜଗେ ଡାକି ଗାଡ଼ି ସାଇଡ କରିଥିବା ଦେଖିବାକୁ ମିଳିଛି l

 ସେମିଲିଗୁଡ଼ା ରୁ ଦେବେନ୍ଦ୍ର ଖିଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ