।ସ୍କୁଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରୀ ଗୁରୁତ୍ୱର, କାରଣ ଅସ୍ପଷ୍ଟ, ଗୁରୁତ୍ୱର ଛାତ୍ରୀଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସିକିତ୍ସା ପରେ ବିଶାଖାପାଟଣା କୁ ସ୍ତନନ୍ତରଣ କରାଯାଇଛି ।।

Nov 24, 2023 - 11:59
 0  298
।ସ୍କୁଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରୀ ଗୁରୁତ୍ୱର, କାରଣ ଅସ୍ପଷ୍ଟ, ଗୁରୁତ୍ୱର ଛାତ୍ରୀଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସିକିତ୍ସା ପରେ ବିଶାଖାପାଟଣା କୁ ସ୍ତନନ୍ତରଣ କରାଯାଇଛି ।।

ରାୟଗଡ଼ା ଜିଲ୍ଲା ବାରି ଝୋଲା ନିକଟସ୍ଥ ଥିବା ଶ୍ରୀ ଚୈତନ୍ୟ ସ୍କୁଲ ଛାତରୁ ପଡି 10 ମ ଶ୍ରେଣୀ ଛାତ୍ରୀ ଗୁରୁତ୍ୱର, ଛାତ୍ରୀ ଆରାଧନା ମିଶ୍ର, ସେ ବାଇଲୋଜି କ୍ଲାସ ଚାଲି ଥିବା ସମୟରେ ହଟାତ ବାହାରକୁ ଯିବା ପରେ ସେ ପ୍ରଥମ ମହଲା ରୁ ତଳକୁ ଖସି ପଡ଼ିଥିଲେ ।ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବାରିଝୋଲା ନିକଟରେ ଥିବା ଶ୍ରୀ ଚୈତନ୍ୟ ସ୍କୁଲରେ।ଛାତ୍ରୀଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତ୍ୱର ହେବ କାରଣରୁ ତାଙ୍କୁ ବିଶାଖାପାଟଣା ସ୍ତନନ୍ତରଣ କରାଯାଇଛି। ତାହାର କିଛି ସମୟ ପରେ ଉକ୍ତ କଲେଜର 11 ଜଣ ଛାତ୍ର ଛାତ୍ରୀ ମୂର୍ଚ୍ଛା ଯାଇ ମେଡିକଲରେ ଭର୍ତ୍ତି ହୋଇଛନ୍ତି।ଏନେଇ ଆମେ ଭେଟିଥିଲୁ କଲେଜ ର ପ୍ରିନ୍ସପାଲଙ୍କୁ ଭେଟି ବା ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି କି 10 ମ ଶ୍ରେଣୀ ଛାତ୍ରୀଙ୍କ ଛାତରୁ ପଡିବାଜିବା ପରେ ସମସ୍ତେ ଡରି ଯାଇଥିଲେ । ଘଟଣାସ୍ଥଳରେ ପଡିଜିବା ଫଳରେ ଏପରି ହୋଇଛି ବୋଲି ଜଣାଯାଇଛି।ଅନ୍ୟ ପକ୍ଷରେ ସ୍କୁଲରେ ଅନେକ ଅବ୍ୟବସ୍ଥା ସହିତ ସ୍କୁଲ ର ନିଜସ୍ୱ ଅଫ୍ଲିକେଟେଡ଼ ନଥାଇ ଅନ୍ୟ ସ୍କୁଲ ଅଫ୍ଲିକେଟେଡ଼ରେ ପିଲା ମାନେ ପରୀକ୍ଷା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ଅଭିଭାବକ ,ହେଲେ ଏ ପର୍ଯନ୍ତ ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ। ରହିଛି ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ