।। ସୁନାବେଡା ଜୋ.ଇ.ଲୁ.ମ ମଣ୍ଡଳୀ ଅନୁକୁଲ୍ୟରେ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ ।।

Mar 8, 2024 - 22:10
 0  36
।। ସୁନାବେଡା ଜୋ.ଇ.ଲୁ.ମ ମଣ୍ଡଳୀ ଅନୁକୁଲ୍ୟରେ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ ।।

ଆଜି ସାରା ବିଶ୍ୱରେ ମହିଳା ଦିବସ ପାଳନ ହେଉଥିବା ବେଳେ କୋରାପୁଟ ଜିଲ୍ଲା ସୁନାବେଡା ଜୋ.ଇ.ଲୁ.ମ ମଣ୍ଡଳୀ ଅନୁକୁଲ୍ୟରେ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ ହେଇଯାଇଛି ମୁଖ୍ୟ ପ୍ରସଙ୍ଗ-Inspiring Inclusion ମହିଳାମାନଙ୍କ ମୌଳିକ ଅଧିକାର ଏବଂ ସାମାଜିକ ଅଧିକାର କୁ ନେଇ ସଚେତନତା କରାଗଲା ଡ଼ିନ୍-ରେଭ-ଯୀଶୁଦାନ ଖରାଙ୍କ ନେତୃତ୍ୱରେ ମଣ୍ଡଳୀର କାର୍ଯ୍ୟ ବାହକଗଣ ଓ ସ୍ତ୍ରୀସମାଜ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟ କାର୍ମ ଆୟୋଜନ କରାଯାଇଥିଲା ।

କୋରାପୁଟ ରୁ ରୂପ କୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ