।। ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ।।

ବରୀ ଶିକ୍ଷାମଣ୍ଡଳୀ ଅଧାନ ଉଦୟନାଥପୁର ଉପ୍ରାବିଦ୍ୟାଳୟ ପରିସର ରେ ଉଦୟନାଥପୁର ସାଧନ କେନ୍ଦ୍ରସ୍ତରୀୟ ଶିଶୁ ଶି ମହେଶବ ସୁରଭି ସାଧନକେନ୍ଦ୍ରର ସଂଯୋଜକ ଦେବବ୍ରତ ରାଉତଙ୍କ ତତ୍ୱକ୍ଷବଧାନରେ ଅନୁଷ୍ଠିତ ହେକ୍ଷଇଯାଇଛି । ଏହି ସାଧନକେନ୍ଦ୍ର ଅଧ୍ୟାନରେ ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ଅଂଶ ଗ୍ରହଣ କରିଥିଲେ । ଇନ୍ଦ୍ରମଣି ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ନାରାୟଣ ଚନ୍ଦ୍ର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ପ୍ରସନ୍ନ କୁମାର ସାମଲ, ଅତ୍କଳ ଚନ୍ଦ୍ର ଜେନା, ନାରାୟଣ ପଣ୍ଡା, ଅତିରିକ୍ତ ଶିକ୍ଷାଧୂକାରୀ ଜଳଧର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶାନ୍ତ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଳୟ କୁମାର ରାୟ, ନିକୁଞ୍ଜ ବିହାରୀ ପାତ୍ର, ସୂର୍ଯ୍ୟକାନ୍ତ ଜେନା ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ । ଅସୀମ କୁମାର ଜେନା, ଗଣେଶ ପ୍ରସାଦ ମଲ୍ଲିକ, ବିପନି ବିହାରୀ ସାମଲ, ବିଷୁ ପ୍ରିୟା ସେନ, ଅମିତାଭ ଜେନା, ତ୍ରିଳେକ୍ଷତମା ଟୁଡୁ, ଦେବାଶିଷ ପ୍ରଧାନ, ସୋମ୍ୟ ରଞ୍ଜନ ନାୟକ, ପ୍ରଭାକର ଜେନା ସହଯୋଗ କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ସେକ ବେଲାଲଉଦିନ ଧନ୍ୟବାଦ ଦେଇଥିଲେ ।,
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






