ସମ୍ବିଧାନ ବିରୋଧୀ ବି. ଜେ. ପି. ସରକାରଙ୍କ ବିରୁଦ୍ଧରେ କଂଗ୍ରେସ ଦଳର ସତ୍ୟାଗ୍ରହ

Dec 26, 2024 - 20:05
Dec 26, 2024 - 20:17
 0  64
ସମ୍ବିଧାନ ବିରୋଧୀ ବି. ଜେ. ପି. ସରକାରଙ୍କ ବିରୁଦ୍ଧରେ କଂଗ୍ରେସ ଦଳର ସତ୍ୟାଗ୍ରହ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କଂଗ୍ରେସ କମିଟିର ସଭାପତି ଜଳନ୍ଦର ନାଏକଙ୍କ ନେତୃତ୍ୱରେ ଆଜି ତା 26/12/2024 ରିଖ ଗୁରୁବାର ଦିନ ସମ୍ବିଧାନ ବିରୋଧୀ ବି ଜେ ପି ସରକାରଙ୍କ ବିରୁଦ୍ଧରେ ବ୍ଲକ କଂଗ୍ରେସ ଦଳରୁ ସତ୍ୟାଗ୍ରହ ହୋଇଯାଇଛି l ପବୁଜୀଙ୍କ ଫୋଟୋ ଚିତ୍ର ରେ ପ୍ରଥମେ ପୁଷ୍ପ ମାଲ ଅର୍ପଣ କରିବା ସହ ପୂଜା ଅର୍ଚନା କରିଥିଲେ l ଏଥିରେ ଥୁଆମୂଳ ରାମ ବ୍ଲକ କଂଗ୍ରେସ ସଭାପତି ଜଳନ୍ଧର ନାଏକ, ଯୁବ କଂଗ୍ରେସ ସଭାପତି ଜଗା ଦୀପ,ରାଜୀବ ଗାନ୍ଧୀ ସେବା ବ୍ଲକ କର୍ଡ଼ିନେଟର ପରମେଶ୍ୱର ନାଏକ, ଛାତ୍ର ସଭାପତି ଅଜିତ କୁମାର ନାଏକ, ସାଧାରଣ ସମ୍ପାଦକ ହେମନ୍ତ ନାଏକ, ଆଦିବାସୀ ସଂଘ ର ସଭାପତି ସନାତନ ମାଝୀ, ଆଦିବାସୀ ସଂଘ ଉପସଭାପତି କ୍ରିଷ୍ଣା ମାଝୀ, ଆଦିବାସୀ ସହ ସମ୍ପାଦକ ଘାସିରାମ ମାଝୀ, ଜୋନ ଏକ ର ସୁନାସିଂ ପରାଭୋଇ,କୃଷି ସେଲ ସଭାପତି ଗୁଞ୍ଜେନ ମାଝୀ, କର୍ଡ଼ିନେଟର ପବିତ୍ର ନାଏକ, ଭୀମ ସେନ ମାଝୀ, ରୁକ୍ତା ମାଝୀ, ପ୍ରଧାନି ନାଏକ, ବଳଭଦ୍ର ନାଏକ, ରାମସିଂ ମାଝୀ, ଦେବେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ l ସତ୍ୟା ଗ୍ରହକୁ ଶାନ୍ତି ଶୃଙ୍ଖଳାର ସହିତ ହୋଇଥିଲେ l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ