।। ରୋଷେଇ ଗୃହ ରେ ଚାଲିଛି ପାଠ ପଢା ।।

Jul 19, 2023 - 17:00
 0  15
।। ରୋଷେଇ ଗୃହ ରେ ଚାଲିଛି ପାଠ ପଢା ।।

ବର୍ଷା ପାଣି ରେ ବିଦ୍ୟାଳୟର ଛାତ ରୁ ପାଣି ଝରି ଶ୍ରେଣୀ ଗୃହଠାରୁ ଅଫିସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୋଟିଏ କୋଠରୀ ର ଛାତ ଭଲ ନାହିଁ l

ପାଣି ସହ ଛାତ ରୁ ମାଟି ଖସୁଛି ତେଣୁ ପିଲାମାନଙ୍କୁ ପାଇଁ ବିପଦ ପଡିବା ସନ୍ଦେହ ରେ ରୋଷଇ ଗୃହ ରେ ନେଇ ଶିକ୍ଷକ ପାଠ ପଢ଼ାଇବା ଚଳାଇଛନ୍ତି l

ଏହାକୁ ନେଇ ବହୁ ବାର ଅଭିଯୋଗ କରିଆସୁଛନ୍ତି ହେଲେ କେହିବି ତାଙ୍କ ସମସ୍ୟାନ ସୁଧାରିବା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ଅଧିନସ୍ଥ ଗୋଦ୍ରାମସ୍କା ଗ୍ରାମ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥିତି l

ଏହାର ପୁରା ଘଟଣା କଣ ଅଛି ତାହା ଦେଖନ୍ତୁ ଦର୍ଶକ ବନ୍ଧୁ ଏବଂ ଏହାକୁ ନେଇ ପରିଚାଳନା କମିଟି ସହ ଗ୍ରାମ ବାସି ଅଭିଯୋଗ କରିଛନ୍ତି କି ଆମକୁ ଅତିରିକ୍ତ ଶ୍ରେଣୀ ଗୃହ ଗୋଟେ ଦିଆଯାଉ ପାଠ ପଢା ପ୍ରତି ବହୁତ ଅସୁବିଧା ହେଉଛି ବୋଲି ଗ୍ରାମ ବାସି lଦେଖିବା କମଳ ମତି ଶିଶୁ ମାନଙ୍କ ପାଇଁ ସରକାର କଣ କରିବେ ତାହା ଦେଖିବାକୁ ବାକି ରହିଲା l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ