।। ମୁନ୍ସିପାଳଟି ଦ୍ବାରା ନିର୍ମିତ ମିଶନ ସକ୍ତି କାଫେ କୁ ଉଦ୍ଘାଟନ କଲେ ମନ୍ତ୍ରୀ ।।

Nov 25, 2023 - 06:08
 0  117
।। ମୁନ୍ସିପାଳଟି ଦ୍ବାରା ନିର୍ମିତ ମିଶନ ସକ୍ତି କାଫେ କୁ ଉଦ୍ଘାଟନ କଲେ ମନ୍ତ୍ରୀ ।।

ରାୟଗଡ଼ା ଜିଲ୍ଲା 24/11/2023-ଆଜି ସନ୍ଧ୍ୟାରେ ରାୟଗଡ଼ା ମୁନ୍ସିପାଳଟି ଦ୍ବାରା ନିର୍ମିତ ନୂତନ ମିଶନ ଶକ୍ତି କାଫେ କୁ ଉଦ୍ଘାଟନ କଲେ ଜାତି ଜନଜାତି ଉନ୍ନୟନ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ୍ ମନ୍ତ୍ରୀ ଶ୍ରୀ ଯୁକ୍ତ ଜଗର୍ନାଥ ସାରକା , ଏହି ଉଦ୍ ଘାଟନ କାର୍ଯ୍ୟକ୍ରମ ରେ , ଶ୍ରୀ ଯୁକ୍ତ ମାନ୍ୟବର ସାଂସଦ ସପ୍ତଗିରୀ ଉଲ୍ଲାକା ,ଯୋଗ ଦେଇଥିବା ବେଳେ, ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ , ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ପୁର୍ବ ତନ ମନ୍ତ୍ରୀ ଲାଲବିହାରୀ ହିମରିକା, ମୁଖ୍ୟ ଅତିଥିଭାବେ ଆଜି ସନ୍ଧ୍ୟା ବେଳେ ଯୋଗ ଦେଇଥିବା ବେଳେ ରାୟଗଡ଼ା ପୌରପରିଷଦ ଦ୍ବାରା ରାୟଗଡ଼ା ସହର ବସଷ୍ଟାଣ୍ଡ ପରିସରରେ ମିଶନ ଶକ୍ତି କାଫେ ନୂତନ ଭାବେ ନିର୍ମାଣ ହୋଇଥିବା ଆଜି ମାନ୍ୟବର ମନ୍ତ୍ରୀ ଜଗର୍ନାଥ ସାରାକା ଉଦ୍ଘାଟନ କରିଛନ୍ତି,ଏହି କାର୍ଯ୍ୟ କ୍ରମରେ ଏସ.ଡି.ସି ଅଧ୍ୟକ୍ଷା ଆନୂଷୟା ମାଝି, ଜିଲାପାଳ ସ୍ୱଧାଦେବ ସିଂ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ଥିଲେ। ମହିଳାଙ୍କୁ ସଶକ୍ତି କରଣ କରିବା ଉଦ୍ଦେଶ୍ୟରେ ନେଇ ମିଶନ ସକ୍ତି ମହିଳା ଗ୍ରୁପ୍ କୁ ହସ୍ତାନ୍ତର କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟ କ୍ରମରେ ଅନ୍ୟମାନଙ୍କ ମାଧ୍ଯମରେ ଶତାଧିକ ମହିଳା ଓ ପୁରୁଷମାନେ ଉପସ୍ଥିତ ରହିଥିଲେ। ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ତଥା ରାଜ୍ୟ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଙ୍କ ବାଇଟ୍ ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ